କେମିତି ଦୂର କରିବେ ଆଖି ତଳ କଳାଦାଗ, ଜାଣନ୍ତୁ ଘରୋଇ ଉପଚାର Apr 28, 2018 ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ…