• translate

Tag: Nagarjuna Vesha 2020

j13
ନାଗାର୍ଜ୍ଜୁନ ବେଶରେ କେଉଁ ଆୟୂଧରେ ସଜ୍ଜିତ ହୁଅନ୍ତି ମା’ ସୁଭଦ୍ରା ?

ପୁରୀ:  ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ […]

amitav
ବିବାଦରେ ଫଶିଲେ ବିଗ୍‌ ବି

ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ  ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍‌ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଏକ ଟିଭି କ୍ୱିଜ ସୋର ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଟିଭି ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ […]

lord jagannath
ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

ପୁରୀ: ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ। ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିବା ନେଇ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ। ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଆହୁରି ପଢ଼ନ୍ତୁ: ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ ଜିଲ୍ଲାପାଳଙ୍କ ସୂଚନା […]

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ପୁରୀ: ପାଖାପାଖି ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, ହେଲେ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।ଅଧତ୍କ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ହୋଇଥିଲା। ଶେଷରେ ପ୍ରଶାସନ […]

patitapabana
ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ପୁରୀ: ନାଗାର୍ଜୁନ ବେଶର ନୀତି ଆରମ୍ଭ ହୋଇଗଲାଣି। ପ୍ରଥମେ ଦ୍ୱାର ଫିଟା ନୀତି ପରେ ପତିତପାବନ ପୂଜା। #ଦ୍ୱାରଫିଟାନୀତି ଖୋଲିଲା ଦ୍ୱାର, ଦର୍ଶନ ଦେଲେ ପତିତପାବନ#NagarjunaBesha #Odisha #Puri pic.twitter.com/MO2SwL1LXl — ଓଟିଭି (@otvkhabar) November 26, 2020 ଚାଲିଛି ପୂଜାର୍ଚ୍ଚନା, ଏପଟେ ଦର୍ଶନ ଦେଉଛନ୍ତି ପତିତଉଦ୍ଧାରକ ପତିତପାବନ ମହାପ୍ରଭୁଙ୍କ ନାନା ଅସ୍ତ୍ରଶସ୍ତ୍ର ମହାପ୍ରଭୁଙ୍କ ଆଭୂଷଣ ପୂଜା ଚାଲିଛି #NagarjunaBesha pic.twitter.com/aAcmP7uF8x — ଓଟିଭି (@otvkhabar) November 26, 2020 ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ […]

nagarjuna
ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି […]

nagarjun-besha
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]

mahabahu
ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]