• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Municipal Election

Manjulata Kanhar
ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ଡେପୁଟି ମେୟର

ଚର୍ଚ୍ଚା ଭିତରେ ରେସ୍‌ରେ ଆଗରେ ଥିଲେ ୫ ଜଣ। ହେଲେ ମୋହର ବାଜିଲା ଆଉ ଜଣଙ୍କ ଉପରେ

BJP
ଖାତା ଖୋଲିଲା ବିଜେପି; ଧର୍ମଗଡ଼ରେ ବିଜେପିର ବାଜିମାତ୍

ସାରା ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ।

Keonjhar To Witness Crorepati Candidates In Odisha ULB Polls
ପଂଚାୟତ ପରେ ଏବେ ପୌର ନିର୍ବାଚନକୁ ଓହ୍ଲାଇଲେ କୋଟିପତି ପ୍ରାର୍ଥୀ। କହିଲେ, ସମାଜସେବା...

ପଂଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇଲେ କୋଟିପତି ପ୍ରାର୍ଥୀ। ସମାଜ ସେବା ସହ ଲୋକଙ୍କୁ ସରକାରୀ ସହାୟତା ଦାବି ଦିଗରେ କାମ କରିବେ ବୋଲି ଦେଉଛନ୍ତି ପ୍ରତିଶ୍ରୁତି...ଜଣଙ୍କ ଜଣଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି, ଦେଖନ୍ତୁ ଏହି ଭିଡ଼ିଓ

Municipal election Update
ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ ଟଣାଓଟରା... ବିଜେଡି ଆଗରେ ବିଜେଡି କଣ୍ଟା !

ସବୁ ଦଳ ନାମାଙ୍କନ ଭରିଛନ୍ତି। ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।

Politics
ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ

ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ। ପୂର୍ବରୁ ଖାଁ ଖାଁ ରହୁଥିବା ଏଡିଏମ୍ ଅଫିସ୍ ଆଜି ଦୁଲିକିଛି। ଆସନ୍ତାକାଲି ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଦିନକ ପୂର୍ବରୁ ଭୁବନେଶ୍ୱରରେ ହାଇପ୍ରୋଫାଇଲ୍ ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଭରିଛନ୍ତି। 

Sabita Suar
ଅପେକ୍ଷାର ଅନ୍ତ ଘଟିଲା ! ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡ. ସବିତା ସୁତାର

ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

BMC Election
ନାମାଙ୍କନ ଭରିବାକୁ ଯାଉଥିବା ବେଳେ ବିଜେଡି ପ୍ରାର୍ଥିନୀଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ

ମଇଦାନକୁ ଓହ୍ଲାଇବା ପାଇଁ ସବୁ ଦଳ ଅଣ୍ଟା ଭିଡ଼ିସାରିଲେଣି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଇଁ ଉପୁଜିଛି ଅଡ଼ୁଆ ପରିସ୍ଥିତି । ପୌର ନିର୍ବାଚନ ପର୍ବ ଆରମ୍ଭରୁ କେଁ ବାହାରିଲାଣି ।

Municipal Election
କିଏ ହେବ କର୍ପୋରେଟର ? କିଏ ହେବ ମେୟର ? ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିଛି ଭିଡ଼

କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି। 

Cuttack MLA Mohammed Moquim
କଟକରେ କଂଗ୍ରେସ କଲା ଡିଲ୍‌ ! ମହମ୍ମଦ ମୋକିମ୍‌ ଦେଲେ ସୂଚନା

କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସୂଚନା ।

Golak Mahapatra
‘ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।

Municipal Election
ଆସୁଛି ପୌର ନିର୍ବାଚନ, ନେତାଙ୍କ ମନରେ କୁହୁଳୁଛି ଅସନ୍ତୋଷ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍‌ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ ।

VOTE
ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ।

Election
ଫିଟୁଛି ପୌର ନିର୍ବାଚନ ବାଟ, ସରକାର ଆରମ୍ଭ କଲେଣି ପ୍ରକ୍ରିୟା

ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ ।

Municipal Election
ପୌର ନିର୍ବାଚନ ନେଇ ଫିଟିଲା ବାଟ, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନ୍‌ରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ୍‌ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।