• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mundali Barrage

deadbody
ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ

ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହେଲା। ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଗତକାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠୁ ନିଖୋଜ ଥିଲେ ସୀତାରାମ।

Elephant Gets Stuck Near Barrage
କୁଆଡ଼େ ଗଲା ମୁଣ୍ଡଳିରେ ଫସି ରହିଥିବା ହାତୀ ? ଖୋଜାଖୋଜି ପରେ ବି ପତ୍ତା ମିଳୁନି

ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

Cuttack | Elephant Stuck Near Mundali Bridge, Rescue Operation Underway | Reaction Of Officials
ନଦୀ ମଝିରେ ଦନ୍ତା, କେମିତି ହେବ ଉଦ୍ଧାର?

ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି।

Water Level Stable At Mundali
ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ

ମୁଣ୍ଡଳିରେ ହୀରାକୁଦ ବନ୍ୟା ଜଳ। ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି। ହୀରାକୁଦର ବନ୍ୟା ଜଳ ପହଞ୍ଚି ସାରିଥିଲେ ବି ଜଳସ୍ତର ସ୍ଥିର।