• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ms Dhoni

Helicopter Shot
ବାପା କରୁଥିଲେ ବୋଲିଂ, ପୁଅ ମାରିଲା ଧୋନୀଙ୍କ ‘ହେଲିକପ୍ଟର ସଟ୍‌’... ଭିଡିଓ ସେୟାର କଲା MI

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ନବୀ ତାଙ୍କ ପୁଅ ସହିତ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ନବୀ ବୋଲିଂ କରିଛନ୍ତି ଏବଂ ତାଙ୍କ ପୁଅ ଅବିକଳ ଧୋନୀଙ୍କ ପରି ହେଲିକପ୍ଟର ସଟ୍‌ ଖେଳୁଛନ୍ତି ।

MS Dhoni
IPL ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ ଧୋନି, ଏହି ଖେଳାଳିଙ୍କୁ ଦେଲେ କ୍ୟାପ୍ଟେନ୍ସି ଭାର...

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ପଦ ଛାଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଚାନକ ଭାବରେ ସେ ଚେନ୍ନାଇର ଅଧିନାୟକ ପଦ ଛାଡ଼ିଛନ୍ତି।

Powerful Indians
କୋହିଲଙ୍କଠୁ ଅଧିକ ଶକ୍ତିଶାଳୀ ଜୟ ଶାହ, ଜାଣନ୍ତୁ ଏହି ଲିଷ୍ଟର କେତେ ନମ୍ବରରେ ଅଛନ୍ତି ଧୋନି...

ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍‌ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

MS Dhoni
ନିଜ T-Shirtରେ ଫ୍ୟାନ୍‌ଙ୍କ ବାଇକ୍‌ ପୋଛିଲେ ଧୋନୀ, ଭାଇରାଲ ହେଲା ଭିଡିଓ ! ପ୍ୟାନ୍ସ କହିଲେ...

ଧୋନୀ ଭାରତୀୟ କ୍ରିକେଟର ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ତାଙ୍କର ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍‌ ମାନେ ସବୁ ଯାଗାରେ ଥାନ୍ତି ।

Subhranshu Senapati
ଶୁଭ୍ରାଂଶୁଙ୍କୁ ଭରସା କଲେନି ଧୋନି, IPL-17 ପୂର୍ବରୁ ସେନାପତିଙ୍କୁ ରିଲିଜ୍‌ କଲା CSK

ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍‌ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧୀନ ସିଏସ୍‌କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍‌ ୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି ଚେନ୍ନାଇ।

MS Dhoni
ଧୋନୀଙ୍କ ନାମରେ ଅପହରଣ, ତିନିଦିନ ପରେ ମଧ୍ୟ ମିଳୁନି ସୁରାକ୍

ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି ଅପହରଣ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Sakshi Dhoni Says She Knows Tamil Bad Words
Viral Video: ପତ୍ନୀ ସାକ୍ଷୀ କହିଲେ- ‘ମୁଁ ତାମିଲ ଗାଳି ଜାଣିଛି’...ଏମିତି ରିଆକ୍ଟ କଲେ ଧୋନି

ନିଜ ପ୍ରଡକ୍ସନ ଫିଲ୍ମ ‘LGM’ର ଟ୍ରେଲର ଲଞ୍ଚ୍‌ ଅବସରରେ କ୍ରିକେଟର ଏମ୍‌ଏସ୍‌ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ନିକଟରେ ଚେନ୍ନାଇରେ ଥିଲେ। ତେବେ ଇଭେଣ୍ଟରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Happy Birthday MSD
୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌ କୁଲ୍‌ ମାହି

ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

MS Dhoni
କୁଲ କ୍ୟାପଟେନ୍ ଧୋନିଙ୍କ ନୂଆ ଅନ୍ଦାଜ, ଫ୍ୟାନ୍‌ ମାନଙ୍କୁ ଆସିଲା ଖୁବ୍‌ ପସନ୍ଦ

ଭିଡିଓରେ ଖୁବ୍‌ ଲାଇକ୍‌ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।

Train Accident In Odisha: Did cricketer MS Dhoni donate Rs 60 crore to accident victims Know the fact
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କଲେ ଧୋନି ? ଜାଣନ୍ତୁ, ଏହା ପଛର ସତ...

ଚେନ୍ନାଇ ସୁପର କିଙ୍ଗସ୍‌ ଷ୍ଟାର ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନି ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କରୁଥିବା ଏକ ଖବର ଭାଇରାଲ୍‌ ହେଉଛି। ଯାହାକି ଏକ ମିଥ୍ୟା ଖବର।

Dhoni
ଧୋନିଙ୍କ ବାମ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର, ଖେଳିପାରନ୍ତି ଆଉ ଏକ ସିଜିନ୍

ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ ।

MS Dhoni, Deepak Chahar
ଚାମ୍ପିୟନ ହେଲା ପରେ ବି ଚାହର୍‌ଙ୍କ ଉପରେ ରାଗିଗଲେ ଧୋନି, କାହିଁକି ?

ମ୍ୟାଚ୍‌ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି ।

MS Dhoni
ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ୍‌ ଖେଳିବେ ମାହି

ଶାରିରୀକ ଭାବେ ଫିଟ୍ ହେବା ପରେ ପୁଣି ଥରେ ଆଉ ଏକ ସିଜନ୍ ଖେଳିବେ ବୋଲି କହିଛନ୍ତି MSD ।

MS Dhoni Engages In War Of Words With Jadeja
ମ୍ୟାଚ୍‌ ପରେ ଟେନ୍‌ସନ୍‌ରେ ଧୋନି-ଜାଡେଜା ! ସାମ୍ନାକୁ ଆସିଲା କଥା କଟାକଟିର ଭିଡିଓ...

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍‌ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

MS Dhoni
ମାହିଙ୍କ ବଡ଼ ହୃଦୟ : ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ବୃଦ୍ଧା ଫ୍ୟାନ୍‌ଙ୍କ ଘରେ କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍‌ଗଦ୍‌ ବୃଦ୍ଧା ।

Mahendra Singh Dhoni
କ୍ରିକେଟ୍‌ ପରେ ଏବେ ଟେନିସ୍‌ରେ ବି ଧୋନିଙ୍କ କ୍ରେଜ୍‌

୪୧ ବର୍ଷୀୟ ଧୋନି ଆଉ ଏକ ଟ୍ରଫି ଉପରେ ନିଜର ହାତ ରଖିଛନ୍ତି । ପ୍ରଶଂସକମାନେ ତାଙ୍କ ବିଜୟ ଅଭ୍ୟାସକୁ ଜୀବନ୍ତ ରଖିଥିବାର ଦେଖି ବହୁତ ଖୁସି ଅଛନ୍ତି ।

Virat Kohli
ପ୍ରେସମିଟ୍‌ରେ ଭାବବିହ୍ୱଳ କୋହଲି, କହିଲେ ଧୋନି ହିଁ ମୋର..

ପାକିସ୍ତାନଠାରୁ ମ୍ୟାଚ୍‌ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍‌ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।

Special story
ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ ।

Virat Kohli
ଧୋନି ଆଉଟ୍‌ ହେବାରୁ ଗାଳି ଦେଲେ କୋହଲି ? ରାଗିଲେ ଫ୍ୟାନ୍ସ.. ଭିଡିଓ ଭାଇରାଲ

ଧୋନିଙ୍କ ୱିକେଟ୍‌ ଯିବା ପରେ ପୁରା ଚେନ୍ନାଇ ଟିମ୍‌ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।

MS Dhoni
ଖାକି ସାର୍ଟ ସାଙ୍ଗକୁ କାନ୍ଧରେ ରୁମାଲ, ଆଉ ମୋଟା ବହଳ ନିଶ : ରଜନୀକାନ୍ତଙ୍କ ଲୁକରେ ଆସିଲେ କ୍ୟାପେଟନ୍‌ କୁଲ୍

ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍‌ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରିଛନ୍ତି ।

MS Dhoni Marriage Before Picture
ଧୋନୀଙ୍କ ପାଦକୁ ଚୁମ୍ବନ ଦେଉଛନ୍ତି ପତ୍ନୀ ସାକ୍ସି; ଭାଇରାଲ ହେଉଛି ଏହି ଫଟୋ, ଦେଖନ୍ତୁ..

ସବୁବେଳେ ଚର୍ଚ୍ଚା ରହୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଏଭଳି କିଛି ଫଟୋ ରହିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ, ଦେଖନ୍ତୁ ଏହି ଫଟୋ..

ms dhoni
ଚେନ୍ନାଇରେ ଶେଷ ଟି୨୦ ଖେଳିବେ ଧୋନି !

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ୨୦୨୨ ଆଇପିଏଲକୁ ନେଇ ବଡ଼ ଘୋଷଣା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ଏମଏସ ଧୋନିଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । କିନ୍ତୁ ଆଇପିଏଲର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେଉଥିବାରୁ ସେ ଶେଷ ମ୍ୟାଚ ଚେନ୍ନାଇରେ ଖେଳିବେ ବୋଲି ଦୁବାଇଅରେ କହିଥିଲେ ।

ms dhoni film debut
କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନି !

କ୍ରିକେଟରେ ଯାଦୁ ଦେଖାଇବା ପରେ ଏବେ ଫିଲ୍ମରେ ଯାଦୁ ଦେଖାଇବେ ମହେନ୍ଦ୍ର ସିଂହ ଧୋନି । ବଡ ପରଦାରେ ନିଜ ଜଲୱା ଦେଖାଇବେ ଧୋନି । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଛି । ଧୋନିଙ୍କୁ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକ ଅନାଇ ରହିଛନ୍ତି ।

Dhoni
T20 World Cup: ଅଭ୍ୟାସ ବେଳେ କୋହଲିଙ୍କୁ ଗୁରୁମନ୍ତ୍ର ଦେଲେ ମେଣ୍ଟର ଏମ୍‌ଏସ୍‌ ଧୋନୀ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍‌ କରିଥିବା ଦେଖାଯାଇଛି ।