• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mothers Day

Woman donates kidney
ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।

Abandoned by children
ପର କରିଦେଲା ଜନ୍ମ କଲା ପିଲା : ଆଶ୍ରମରେ ରହୁଛନ୍ତି ୧୭ ଅସହାୟ ମାଆ

୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ

Two mother in old age home
Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ

ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା ପିଲାମାନଙ୍କ ନେଇ କ’ଣ କୁହନ୍ତି ଏହି ଦୁଇ ମା’।

Special Story
ଦିବ୍ୟାଙ୍ଗ ନାତି ପାଇଁ ମାଆ ସାଜିଛି ଜେଜେମାଆ

ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ୱାସ ହେବନି ।

Mother Donate Kidney to Son
ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।

Happy Mother's Day 2023: significance of  Mother's Day
Mother’s Day: ସବୁ ବିପଦରେ ଯିଏ ସାହା, ସିଏ ମା’; ଆସନ୍ତୁ ଜାଣିବା ଆଜି ଦିନର ମହତ୍ତ୍ୱ...

ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ ଦିବସ ଅବସରରେ ସେଇ ମା’ର ଗୁରୁତ୍ୱ ବିଷୟରେ ଜାଣିନେବା।

Mother Yashodarani's agony
Mother’s Day: ଦିନେ ସବୁଥିଲା, ହେଲେ ଏବେ ଭଙ୍ଗା ଆଜବେଷ୍ଟସ୍ ଓ ଛିଣ୍ଡା ଅଖା ତଳେ କଟୁଛି ଏଇ ମା’ର ଜୀବନ

ମା’ଟିଏ ସାହାଟିଏ। ଯେତେ ଝଡ ଝଞ୍ଜା ଆସୁପଛେ କେବେ ବି ଦୋହଲେ ନାହିଁ ମା’ର ମନ। ସବୁ ଯନ୍ତ୍ରଣାକୁ ସହି ସେ ତା’ ସନ୍ତାନ ଆଖିରେ ଦେଖିଚାଲେ ସୁଖର ସପନ। ସେମିତି ଜଣେ ମା’ ହେଲେ ଯଶୋଦାମଣି। ଆସନ୍ତୁ ଜାଣିବା ତାଙ୍କ ଦୁଃଖ କାହାଣୀ।

Mothers Day। Meet Odisha\'s D Subhalaxmi, an epitome of motherhood
ମାଆ ନୁହେଁ ତ ଦେବୀ ଟିଏ

ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ। କହିବା ଆଗରୁ ଯିଏ ବୁଝିଯାଏ, ଯାହା ପଣତ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ସେ ମାଆ। ଆଜି ହେଉଛି ମଦର୍ସ ଡେ ଚାଲନ୍ତୁ ଦେଖିବା ଆଜିର ଏହି ସ୍ୱତନ୍ତ୍ର ଭଡିଓ

Sand Art on Mothers Day in Puri
ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

Mother’s Day 2022
ଆଜି ମଦର୍ସ ଡେ’, ମାଆ ପାଇଁ ଦିନଟିଏ..

ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ ।

mothers day
ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।  ମାଆର ବାତ୍ସଲ୍ୟ […]