• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mosquito Bite

Why some people gets more mosquitoes bites
କିଛି ଲୋକଙ୍କୁ କାହିଁକି ଅଧିକ ମଶା କାମୁଡିଥାନ୍ତି

କିଛି ଲୋକ କମ ମଶା କାମୁଡାର ଶିକାର ହୋଇଥିବା ବେଳେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି। ଏହା ପଛରେ ଏକ ବଡ କାରଣ ରହିଛି। ଆସନ୍ତୁ ଜାଣିବା କେଉଁମାନେ ଅଧିକ ମଶା କାମୁଡାର ଶିକାର ହୋଇଥାନ୍ତି।

Mosquitos Bite
ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ମଶା ଅଧିକ କାମୁଡିଥାନ୍ତି

ଆମମାନଙ୍କ ମଧ୍ୟରୁ ଅନେଙ୍କ ମନରେ, ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କିମାରେ ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ କମ୍ ? ମଶା ଅନେକ ସାଙ୍ଘାତିକ ରୋଗର କାରଣ। ମଶା କାମୁଡ଼ା ହେତୁ ବ୍ୟକ୍ତି ଭିତରେ ଅନେକ ଗମ୍ଭୀର ସମସ୍ୟା ଉପୁଜେ। ମଶା ମଧ୍ୟ ଅନେକ ବିପଜ୍ଜନକ ରୋଗର ବାହକ। ମଶା କାମୁଡାରେ ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରନ୍ତି। ଏହି କାରଣରୁ, ମଶାଠାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ।