ଆଜିଠୁ ସକାଳୁଆ ସ୍କୁଲ Apr 2, 2018 ଭୁବନେଶ୍ୱର: ଆଜିଠୁ ସକାଳୁଅ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ସକାଳୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।…