• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Moon

Spacecraft
ଚନ୍ଦ୍ରରେ ସଫଳତାର ସହ ପାଦ ଥାପିଲା ଜାପାନ: କିପରି ହେଲା ଚନ୍ଦ୍ରର ସୃଷ୍ଟି, କରିବ ଅନୁଧ୍ୟାନ

ଏଜେନ୍ସି ଅଧିକାରୀ ହିଟୋସି କୁନିନାକା କହିଛନ୍ତି - ମହାକାଶଯାନ ନିୟନ୍ତ୍ରଣ କକ୍ଷ ସହିତ ଏହା ଯୋଗାଯୋଗରେ ଅଛି । ମାତ୍ର ମହାକାଶଯାନର ସୌର ଜେନେରେଟରଗୁଡିକ ବର୍ତ୍ତମାନ କାମ କରୁନାହିଁ ।

Super Blue Moon on August 30
ଆଜି ଆକାଶରେ ଦେଖିବେ ‘ସୁପର ବ୍ଲୁ ମୁନ୍’, ୨୦୦୯ ପରଠୁ ଏଭଳି ନିଆରା ଘଟଣା ଦୃଶ୍ୟମାନ ହୋଇନି...

ଅଗଷ୍ଟ ୩୦ ଅର୍ଥାତ୍‌ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏହାସହ ଚଳିତ ପୂର୍ଣ୍ଣିମା ମଧ୍ୟ ବେଶ୍‌ ଖାସ୍‌ ହେବାକୁ ଯାଉଛି। 

 ISRO releases graph of temperature variation on lunar surfac
ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।

Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି ।

ISRO eyeing missions to the Sun and Venus
ସୂର୍ଯ୍ୟ ଉପରେ ଇସ୍ରୋର ଆଖି; ସେପ୍ଟେମ୍ବର ଆରମ୍ଭରେ ଆଦିତ୍ୟ-L1 ଲଞ୍ଚ ପାଇଁ ପ୍ରସ୍ତୁତି

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି।

Chandrayaan-3 mission
ଜହ୍ନରେ ଜଳର ସନ୍ଧାନ କରୁଛି ପ୍ରଜ୍ଞାନ; ଆଗାମୀ ୧୩ ଦିନ ମୁନ୍ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ

ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ ।

Moon
ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବିଦେଶରେ ସେଲିବ୍ରେସନ

କୁନି କୁନି ପିଲାଙ୍କ ମଧ୍ୟରେ ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ବେଶ ଉତ୍ସାହ । କେରଳ କୋଟାୟମରେ ସ୍କୁଲ ପରିସରରେ ପିଲାମାନଙ୍କୁ ଚନ୍ଦ୍ରୟାନର ଗତିପଥ କିପରି ଥିଲା ସେ ସମ୍ପର୍କରେ ବୁଝାଯାଇଥିଲା ।

Moon Missions
ତିନୋଟି ଦେଶର ମୁନ୍‌ ମିଶନ୍‌ ସଫଳ ହୋଇଛି...ଦେଖିନିଅନ୍ତୁ ତାଲିକା...

କେଉଁ କେଉଁ ଦେଶ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ଲ୍ୟାଣ୍ଡିଂ କରିପାରିଛନ୍ତି । ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ସପ୍ଟଲ୍ୟାଣ୍ଡିଂ କରିବ ଭାରତ !!

Chandrayaan-3
କାଉଣ୍ଟଡାଉନ୍ ଆରମ୍ଭ; ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।

Chandrayaan-3
ଚନ୍ଦ୍ରଯାନ-୩ର କକ୍ଷପଥ ଯାତ୍ରା ସରିଲା

ସଫଳତା ପଥେ ଚନ୍ଦ୍ରଯାନ-୩; କକ୍ଷପଥ ଯାତ୍ରା ସରିଲା । ଆଜି ସକାଳ ସୁଦ୍ଧା ୧୫୩x୧୬୩ କକ୍ଷପଥରେ ଚନ୍ଦ୍ରଯାନ-୩ । ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଏଯାବତ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ।

China will build a house on the moon
ଜହ୍ନରେ ଘର କରିବ ଚୀନ; ରୋବଟ ପଠାଇ ତିଆରି କରିବ ଇଟା !

ଜହ୍ନରେ ଇଟା ପ୍ରସ୍ତୁତ କରିବାକୁ ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟକୁ ଡିଜାଇନ୍ କରିଛି । ଏହି ରୋବଟ ସେଠାରେ ପହଞ୍ଚି ଇଟା ତିଆରି କରିବ ।

12 Moon On Space
ମହାକାଶକୁ ନେଇ ବଡ଼ ଖୁଲାସା : ପୃଥିବୀ କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର

ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।

Once in 50,000-year comet to shoot past Earth in February
ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଆରମ୍ଭରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଅଧିକ ଆଲୋକିତ ହେବ ରାତି ଆକାଶ, ମାଳ ମାଳ ଦିଶିବେ ଗ୍ରହ-ଉପଗ୍ରହ ଓ ନକ୍ଷତ୍ର...ଖାଲି ଆଖିକୁ ଦେଖାଦେବେ ଧୂମକେତୁ ସହ ଲଞ୍ଜାତାରା...

Chinese Rover Spots ‘Mystery House’ On Moon
ଚନ୍ଦ୍ରପୃଷ୍ଠରେ କାହାର ଏ ବିଚିତ୍ର ଘର ?

ଚନ୍ଦ୍ରପୃଷ୍ଠରେ ରହସ୍ୟମୟ ଘର ଦେଖିବାକୁ ମିଳିଛି.. ଚନ୍ଦ୍ରପୃଷ୍ଠରେ ଜୀବ ସତ୍ତା ଅଛି କି ନାହିଁ ଏନେଇ ମହାକାଶ ବିଜ୍ଞାନୀ ମାନେ ଗବେଷଣା ଚଳାଇଥିବା ବେଳେ ଏ ଅଜବ ଘରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି.

moon
ଚନ୍ଦ୍ରରେ ବି ହୁଏ ଭୂମିକମ୍ପ ; ଯାହା ପୃଥିବୀ ଠାରୁ ବି ଭୟଙ୍କର

ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ଼ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ର ପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମ ଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର […]