• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Monkey

Monkey Snatches 3 Year Old Girl
୩ ବର୍ଷର ଝିଅକୁ ଉଠାଇନେଲା ମାଙ୍କଡ଼, ଫୋପାଡ଼ିଲା ପାହାଡ଼ ଉପରେ

ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା।

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Monkey menace haunts locals in Deogarh
ଘର ଭିତରେ ମାଙ୍କଡ ରହୁଛନ୍ତି, ବାହାରେ ମଣିଷ...

ଏ କି ଅବସ୍ଥା !! ଘର ଭିତରକୁ ଜୋର ଜବରଦସ୍ତ ପଶୁଛନ୍ତି ମାଙ୍କଡ। ଭୟରେ ବାହାରେ ରହୁଛନ୍ତି ମଣିଷ । ଯଦି ଏକା ଘରୁ କୁଆଡେ ବାହାରିବ, ତେବେ ଗୋଡେଇ ଗୋଡେଇ ମାଙ୍କଡ ପଲ ଏମିତି କାମୁଡୁଛନ୍ତି...

Deogarh Monkey
ବିଷମ ସ୍ଥିତି...ଘର ଭିତରେ ରହୁଛନ୍ତି ମାଙ୍କଡ଼, ବାହାରେ ମଣିଷ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।

monkey
ଝପଟି ଆସି ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼

ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍‌ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ

monkey
ନାକେଦମ କଲାଣି ମଦୁଆ ମାଙ୍କଡ, ଚୋରି କରି ପିଇ ଦେଉଛି ମଦ

ଢକ ଢକ କରି ମଦ ପିଉଛି ମାଙ୍କଡ। ଦୁଇ ହାତରେ ବୋତଲକୁ ଧରି ଆକଣ୍ଠ ପାନ କରି ଚାଲିଛି। ଏଇ ମାଙ୍କଡ ମଦ ଚୋରି କରୁଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍...

Special story
ମାଙ୍କଡ଼ର ଢକଲମ୍‌ ନିଶା ! ଚୋରି କରି ମଦ ପିଉଛି, ବିରୋଧ କଲେ କାମୁଡ଼ି ଗୋଡ଼ାଉଛି

ମଦୁଆ ମାଙ୍କଡ଼ର କାରନାମା । ମଦ ନମିଳିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କୁ କାମୁଡ଼ି ଗୋଡ଼ାଉଛି ।

Monkey Throws 4-Month-Old Baby Off Building In UP
୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼, ତା’ପରେ...

୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଛି।

Monkey caught in Jagatsinghpur for making havoc
ଶେଷରେ ଧରାହେଲା ଆତଙ୍କ ସୃଷ୍ଟିକାରୀ ମାଙ୍କଡ ଧରାହେଲା

ନାରଦିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ ଧରା ହୋଇଛି । ଗତ ୧୦ ଦିନ ଧରି ସେ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଥିଲା । ଶେଷରେ ଟ୍ରାଙ୍କୁଲାଇଜ କରାଯାଇ ତାକୁ ଧରାହେଲା ।

Adorable Baby Monkey Shares A Fascinating Relationship With Human #WATCH
ମାଙ୍କଡ଼ ଛୁଆର ମଣିଷ ମାଆ... କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ପିଉଛି...

ମାଙ୍କଡ଼ ଛୁଆର ମଣିଷ ମାଆ। କୋଳରେ ଶୋଉଛି, ପପୁ ବୋତଲରେ କ୍ଷୀର ପିଉଛି। ଖଟରେ ଶୋଇବା ପରେ ଚେଁ ଚେଁ ହୋଇ ମାଆକୁ ଖାଇବାକୁ ବି ମାଗୁଛି...ନଶୁଣିଲେ କେତେବେଳେ ହାତ ମାରି ଉଠାଇ ଦେଉଛି ତ ଆଉ କେତେବେଳେ ନିଜର ଭାଷାରେ ପାଟିକରୁଛି...ଦେଖନ୍ତୁ ସ୍ନେହ, ମମତାର ଏହି ହୃଦୟସ୍ପର୍ଶୀ...

Moneky wash utensils in hotel of amethi video viral
ହୋଟେଲ୍‌ରେ ବାସନ ମାଜୁଛି ମାଙ୍କଡ; ଦେଖନ୍ତୁ ଭିଡିଓ...

ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍‌ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ ।