• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mohammed Shami

Mohammed Shami
ପଶ୍ଚିମବଙ୍ଗରୁ ଲୋକସଭା ନିର୍ବାଚନ ଲଢ଼ିବେ ମହମ୍ମଦ ଶାମି, ଏହି ସିଟ୍‌ରୁ ଟିକେଟ୍‌ ଦେବ ବିଜେପି...

ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।

Mohammed Shami
ଗୁଜରାଟ ଟାଇଟନ୍ସକୁ ବଡ଼ ଝଟକା, IPL ଖେଳିବେନି ମହମ୍ମଦ ଶାମି

ଆଇପିଏଲରେ ମହମ୍ମଦ ଶାମି ଗୁଜରାଟ ଟାଇଟନ୍ସର ପ୍ରମୁଖ ବୋଲର। ଗତ ସିଜିନ୍‌ରେ ଶାମି ସବୁଠୁ ଅଧିକ ୱିକେଟ୍‌ ଅକ୍ତିଆର କରିଥିଲେ

Mohammed Shami
ICC T20 World Cup 2022: ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିବେ ସାମି

ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

Why Mohammad Shami Ignored In T20 World Cup Team
ଟି-୨୦ ବିଶ୍ୱକପ୍ ଟିମ୍‌ରେ ମହମ୍ମଦ ଶାମୀଙ୍କୁ ଅଣଦେଖା କାହିଁକି

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍‌ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?

Cricketer Mohammed Shami
ICUରେ ଥିଲା ଝିଅ, ତଥାପି ଦେଶ ପାଇଁ ମ୍ୟାଚ୍‌ ଖେଳୁଥିଲେ ଶାମି...କୋହଲି ବି ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ

ପାକିସ୍ତାନଠୁ ମ୍ୟାଚ୍‌ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍‌ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍‌ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।

mohammad shami
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]