• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mla

Mokim
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମୋକିମଙ୍କୁ ହାଇକୋର୍ଟଙ୍କ ଛାଟ, ନିର୍ବାଚନ ଅସିଦ୍ଧ ଘୋଷଣା

ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ।

Adhiraj Panigrahi
କଂଗ୍ରେସ ବିଧାୟକଙ୍କ ପାଇଁ ବିଜେଡିରେ ବିବାଦ

ନିର୍ବାଚନକୁ ହାତ ଗଣତି ଆଉ କିଛି ଦିନ । ଖୁବ ଶୀଘ୍ର ଲାଗିପାରେ ନିର୍ବାଚନ ଆଚରଣ ବିଧି । ତା ପୂର୍ବରୁ ବଦଳୁଛି ନେତାଙ୍କ ଆଚରଣ ଓ ଉଚ୍ଚାରଣ । ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ସୁବିଧା ସୁଯୋଗ ଦେଖି, ଦଳ ଡେଉଁଛନ୍ତି ନେତା । ବାସ୍, ନୂଆପଡା ଜିଲ୍ଳା ଖଡିଆଲ ରାଜନୀତିରେ ବି ସେମିତି ଏବେ ଘଡିକେ ଘୋଡା ଛୁଟୁଛି...

Khallikote queen
ରାଣୀ ମା’ଙ୍କୁ ଝୁରୁଛି ବ୍ଲାକି... ତୁଣ୍ଡରେ ନେଉନି ଖାଦ୍ୟ ପାଣି....

ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।

V. Sugnana Kumari Deo
ପରଲୋକରେ ଖଲ୍ଲିକୋଟ ରାଣୀ...ଝୁରୁଛି ଗଞ୍ଜାମ, ରାଜ୍ୟ ରାଜନୀତିରେ ଛାଇଯାଇଛି ଶୂନ୍ୟତା

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।

Pradeep Panigrahi
ଶାସକ ଦଳକୁ ପ୍ରଦୀପଙ୍କ ଟାର୍ଗେଟ, କହିଲେ ନାରଙ୍ଗୀରେ ରଙ୍ଗାୟିତ ହେବ ପୁରା ଓଡ଼ିଶା

ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।

MLA - MP
MP-MLAଙ୍କ ବିରୋଧରେ ଫୌଜଦାରୀ ମାମଲା, ଖୋର୍ଦ୍ଧାରେ ସର୍ବାଧିକ !

‘ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା’ । ‘୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ବିତୀୟ ସ୍ଥାନରେ’ ।

Nilagiri
ବିଧାୟକ-ସରପଞ୍ଚ ତୁତୁ ମେଁମେଁ .. ବଳି ପଡ଼ିଲା ଶିଳାନ୍ୟାସ ଫଳକ ..

ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।

The MLA doing treatment
ରାଜଗାଙ୍ଗପୁରରୁ ଆସିଲା ଅଭାବନୀୟ ଦୃଶ୍ୟ, MLA ଦେଖିଲେ ରୋଗୀ

ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।

Former Chatrapur MLA Narayan Reddy
ପୂର୍ବତନ ଛତ୍ରପୁର ବିଧାୟକଙ୍କୁ ଆଜୀବନ ଜେଲ୍

୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।

ADR report
ଓଡ଼ିଶାର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା....

ରିପୋର୍ଟ ପ୍ରକାଶ କଲା ଏଡିଆର । ଜଣେ MLAଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି ।

Woman Slaps MLA
Video: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।

BJD,
ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି

ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

Dibyashankar Mishra
ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

 MLA Santosh Singh Saluja's Son Arrested
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ଗିରଫ ହୋଇଛନ୍ତି ।

MLA Salary
କେତେ ବଢ଼ିବ MLAଙ୍କ ଦରମା?

ବଢିପାରେ ବିଧାୟକଙ୍କ ବେତନ..ବିଧାନସଭାର କମିଟି କଲା ସୁପାରିଶ..ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି

MLA Salary
MLAଙ୍କ ଦରମା ଲକ୍ଷେରୁ ଅଢେଇ ଲକ୍ଷକୁ ବୃଦ୍ଧି ଦାବି, ଏହା କେତେ ଜରୁରୀ ?

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପୂର୍ବତନ ବିଧାୟକଙ୍କ ପେନ୍‌ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ ।

Archana Nag
ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳର

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।

MLA
ଆହୁରି ବଢ଼ିବ କି ବିଧାୟକଙ୍କ ଦରମା ? ୧୪୭ ମଧ୍ୟରୁ ୯୫ ଜଣ କୋଟିପତି

ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍‌ସନ୍ ୫୦ହଜାର ଦିଅ ।

MLA Angad Kanhar
ମାଟ୍ରିକ୍ ପରୀକ୍ଷାରେ ବିଧାୟକ ପାଇଲେ ଫାଷ୍ଟକ୍ଲାସ୍

ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିଲା ବୋଲି କହିଥିଲେ ଅଙ୍ଗଦ।

MLA Mohammad Moquim
ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ସରକାର: ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

ସରକାର ନ ଶୁଣିବାରୁ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ।

High Court
ହାଇକୋର୍ଟରେ ପହଞ୍ଚିଲା MLA କ୍ୱାର୍ଟର୍ସ ପାଇଁ ଶତାଧିକ ପୁରୁଣା ଗଛ କାଟିବା ମାମଲା

କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ।

MLA Quarter
MLA କ୍ୱାର୍ଟର ଗଛ କଟା ! କୁଣ୍ଢେଇ କାନ୍ଦିଲେ ଲୋକେ, ଆନ୍ଦୋଳନରେ ସାମିଲ ହେଲେ ତଥାଗତ-ସୁର

ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।

Minister Jyoti Prakash Panigrahi
ପର୍ଯ୍ୟଟନ ମନ୍ତ୍ରୀ ସଫା କଲେ ସ୍କୁଲ ଟଏଲେଟ୍

ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l

Subash Panigrahi
ଦୋକାନ ବଜାର ବନ୍ଦ, ଗାଡ଼ିମୋଟର ବନ୍ଦ

ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା ।

Mass marriage arranged by MLA
ସାମୂହିକ ଆଦର୍ଶ ବିବାହ : ଏକା ସାଙ୍ଗରେ ୭ ଯୁବକ-ଯୁବତୀଙ୍କୁ ବାହା ଦେଲେ ବିଧାୟକ

ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...