• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Missing

Missing Man
୨୫ ବର୍ଷ ପରେ ହେଲା ପରିବାରର ମହାମିଳନ

ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।

Kota
ପରୀକ୍ଷା, ପ୍ରେମ ନା ପ୍ରେସର୍...କୁଆଡ଼େ ଯାଉଛନ୍ତି ଛାତ୍ର!

କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।

Anandapur
ଖୋଲା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ.. ଆନନ୍ଦପୁରରୁ ଆସିଛି ଅଭିଯୋଗ

ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

Kota
ପ୍ରଥମେ ଆତ୍ମହତ୍ୟା, ଏବେ ନିଖୋଜ...କୋଟାର ପିଛା ଛାଡ଼ୁନି ବିବାଦ

ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

Missing
ସରକାର ନେଇଥିଲେ ତିରୁପତି; ବିତିଲାଣି ୪ ଦିନ, ମିଳୁ ନାହାଁନ୍ତି ତୀର୍ଥଯାତ୍ରୀ

ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା ।

Missing child
ନିଖୋଜ ନାବାଳକଙ୍କୁ ଠାବ କଲା ସୋସିଆଲ ମିଡିଆ...୩ଦିନ ପରେ ୫୭୦କିମି ଦୂରରୁ ଉଦ୍ଧାର

ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।

Flight
ବିମାନରେ ଯାତ୍ରା କରୁଛନ୍ତି କି...ସାବଧାନ...ମିଳି ନପାରେ ସିଟ୍...

X ରେ ରେଭ୍ସ ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ଇଣ୍ଡିଗୋ ବିମାନରେ ସିଟ୍ ନାହିଁ । ସିଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଏହା ମଧ୍ୟରେ ବିମାନ ମଧ୍ୟ ୯୦ ମିନିଟ ବିଳମ୍ବ ହୋଇ ସାରିଛି ।

Female SI
ପ୍ରେମ ସମ୍ପର୍କ ପାଇଁ ବିଷ ପିଇଥିଲେ କି ଲେଡି ଏସ୍‌.ଆଇ? ଅଧା ଚିକିତ୍ସାରୁ ଗାଏବ ହେଲେ କାହିଁକି?

ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍‌-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...

Old Man Rescued After 3 Days Of Missing
ନିଜ ନିଖୋଜର ନିଜେ ରଚିଲେ ମହା ନାଟକ, ୩ ଦିନ ପରେ ଜଙ୍ଗଲରୁ ଉଦ୍ଧାର...

ନିଖୋଜର ୩ ଦିନ ପରେ ଉଦ୍ଧାର ହେଲେ ବୃଦ୍ଧ। ନିଜେ କୁଆଡ଼େ ରଚିଥିଲେ ନିଖୋଜର ଏହି ମହା ନାଟକ।

Missing matric examinee rescued
ଉଦ୍ଧାର ହେଲେ ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

Former Council Chairman's Son Missing
ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ, ସ୍ତ୍ରୀ କହିଲେ- ‘ଅଫିସ୍‌ ଟେନ୍‌ସନ୍‌ରେ ରହୁଥିଲେ..’

କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।

Amrit
ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! ୪ ଦିନ ହେଲାଣି ପତ୍ତାମିଳୁନି

ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।

Couple Including 4 People Missing In Nabarangpur
ଦମ୍ପତିଙ୍କ ସମେତ ୪ ନିଖୋଜ, ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା...ଫୋନ୍‌ ସ୍ୱିଚ୍‌ ଅଫ୍‌

୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।

Police Caught A Man After 5 Years
ଧୋକାବାଜ ସ୍ୱାମୀଙ୍କୁ ଧରାଇ ଦେଲା ମୋବାଇଲ୍‌

ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।

PNB Agriculture Officer
ରାତିରେ ଘରକୁ ଫେରୁଥିଲେ, ହଠାତ୍‌ ଗାଏବ ହୋଇଗଲେ

ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।

Love Story Turns Tragic, Girl Missing After Jumping Into River
ପ୍ରେମରେ ଧୋକା ଖାଇବା ପରେ ନଈକୁ ଡେଇଁ ପଡ଼ିଲେ ସିମ୍ରନ୍‌। ଛାଡ଼ି ଦେଇ ଯାଇଛନ୍ତି ଶେଷ ଚିଠି....

ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍‌ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି

BJD MLA  Subrat Tarai Missing Poster Surface
କୁଆଡ଼େ ଗଲେ ବିଜେଡି ବିଧାୟକ ? ଲାଗିଲା ପୋଷ୍ଟର...…

ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ଏଭଳି ଲେଖାଥିବା ପୋଷ୍ଟର ଏବେ ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେକ୍ଟର-୬ ଅଞ୍ଚଳରେ କାନ୍ଥ, ସ୍କୁଲ ଘର ଓ କ୍ଲବ ଘରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

Puri Srimandir Bhitara Ratna Bhandara Keys Missing Since 1970, Reveals RTI Report
ରତ୍ନ ଭଣ୍ଡାର ଚାବି ଗଲା କୁଆଡ଼େ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ..

lab assistant
ମହାନଦୀ ବ୍ରିଜରୁ ଡେଇଁ ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ନିଖୋଜ

ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।

soheil
ଭୁବନେଶ୍ୱର ଏମ୍ସର କାଶ୍ମୀରୀ ଛାତ୍ର ନିଖୋଜ ମାମଲା : ଗୁରୁଗ୍ରାମରେ ସୋହେଲଙ୍କୁ ଚିହ୍ନଟ ସୂଚନା

ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି।ଏହାପରେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କକୁ ଖବର ଦେବା ପରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଲିସକୁ ଖବର ଦିଆଯାଇଥିବା କୁହାଯାଉଛି। ଖବର ପାଇବା ପରେ ପୋଲିସ ସିକ୍ୟୁରିଟି […]