• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Missili Target Practice

america-china
ତାଇଓ୍ୱାନ୍ ଦଖଲ ବାଟରେ କଣ୍ଟା ସାଜିବ ଆମେରିକା

ସ୍ୱାଧିନ ଗଣତାନ୍ତ୍ରିକ ରାଷ୍ଟ୍ର ତାଇଓ୍ୱାନ୍‌କୁ ମୂଳ ଭୁଖଣ୍ଡରେ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କି ଚୀନ? ଏଥିପାଇଁ ତକଲାମାକନ୍ ମରୁଭୂମିରେ ଚଳାଇଛି କି ମକ୍ ଡ୍ରିଲ୍ ? ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ୍ ଏସଂପର୍କରେ ରିପୋର୍ଟ ଛାପିବା ପରେ ବିଶ୍ୱବ୍ୟାପୀ ଉଦବେଗ୍ ବଢିଛି । କାରଣ ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି ।