• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Minister Dibya Shankar Mishra

Congress MLAs create ruckus in Assembly
ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ବିରୋଧ, ଧାରଣା ଦେଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।

Highcourt
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।

Mamita Murder Case
ସଫେଇ ଦେଲେ ମନ୍ତ୍ରୀ

ମମିତା ମେହେର ହତ୍ୟା ମାମଲାରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Minister Dibya Shankar Mishra On Mamita Murder Case
ମୋ ଚରିତ୍ର କ’ଣ ସମସ୍ତେ ଜାଣନ୍ତି, ମନ ଗଢା କାହାଣୀ ମୋ ନାଁରେ ରଚା ଯାଇଛି: ମନ୍ତ୍ରୀ ଦିବ୍ୟଶଙ୍କର

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।

DIG Pressmeet
ପ୍ରେସମିଟ୍‌ କଲେ କିନ୍ତୁ ମନ୍ତ୍ରୀଙ୍କ ନାଁ ଧରିଲେନି

ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି।

BJP Yuva Morcha Members Scuffle With Police
‘ଡରିବନି ଯୁବ ମୋର୍ଚ୍ଚା, ଆହୁରି ଜୋରଦାର ହେବ ଲଢ଼େଇ’

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

Opposition Call It ‘Black Day’ After Dibya Shankar Shares Stage With Odisha CM
‘ମଣିଷ ମାରିଲେ ବି ମୁଖ୍ୟମନ୍ତ୍ରୀ ହ୍ୱାଇଟ୍ ଓ୍ୱାଶ୍ କରିଦେବେ’

ସାରା ରାଜ୍ୟରେ ମମିତା ତାତି ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଳାହାଣ୍ଡି ଗସ୍ତକୁ ନେଇ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କଣ କହୁଛନ୍ତି ଶୁଣନ୍ତୁ..

CM Naveen Patnaik To Visit Bhawanipatna Today Amid Opposition Protests
ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ମମିତା ତାତି ଭିତରେ ଆଜି କଳହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି ।

CM Naveen Patnaik & Minister Dibya Shankar Mishra
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେପି କର୍ମୀ ଅଟକ, ଜନତା କର୍ଫ୍ୟୁ ଲାଗି କଂଗ୍ରେସର ଆହ୍ୱାନ

ମମିତା ମେହେର ହତ୍ୟା ମାମଲା  ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।

Minister Dibya Shankar Mishra intercepted by BJP Yuva Morcha member
ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। 

Minister DibyaShankar Mishra
ସନ୍‌ସାଇନ୍‌ ସ୍କୁଲକୁ ମୁଁ କେବେବି ଯାଇନି: ଦିବ୍ୟଶଙ୍କର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍‌ ରହିବା ପରେ ପ୍ରେସ୍‌ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ।

Naveen Patnaik
କ୍ୟାପ୍‌ଟେନଙ୍କୁ କାହିଁକି ବିଦା କରନାହାନ୍ତି ନବୀନ? କ'ଣ ରହିଛି କାରଣ ?

ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Minister Dibya Shankar Mishra
ମମିତା ମେହେର ହତ୍ୟା ମାମଲା: ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ

ମମିତା ହତ୍ୟା ଘଟଣାକୁ ୧୩ ଦିନ ବିତି ଯାଇଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଛି। ହେଲେ ପୋଲିସ୍‌ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟା ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି।