ଜିଲ୍ଲାପାଳଙ୍କୁ କ୍ୟାନସର ରୋଗୀଙ୍କ ଇଚ୍ଛା ମୃତ୍ୟୁ ନିବେଦନ Apr 11, 2018 ସମ୍ୱଲପୁର : “ମୁଁ ଶ୍ରୀମତି ରୀମା ପଟ୍ଟନାୟକ। ମୋ ସ୍ୱାମୀ ହାଡୁ ପଟ୍ଟନାୟକ ରିକ୍ସା ଚଲାଇ ପରିବାର ଭରଣ ପୋଷଣ କରନ୍ତି। ମୁଁ ଅନ୍ୟ ଲୋକଙ୍କ ଘରେ ବାସନ ମାଜି…