• translate

Tag: Marriage

Vicky Kaushal-Katrina Kaif Wedding |Sawai Madhopur Authorities Gear Up For Marriage
ବିବାହ ମଣ୍ଡପକୁ ହେଲିକ୍ୟାପ୍ଟରରେ ଆସିବେ ଭିକି କୌଶଲ ଓ କ୍ୟାଟ୍ରିନା

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍‌ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲ । ରୟାଲ ୱେଡିଂ ପାଇଁ ପ୍ରସ୍ତୁତ ହୋଇଛି ରାଜସ୍ଥାନ ସଓ୍ବାଇ ମାଧୋପୁରର ଐତିହାସିକ ଦୁର୍ଗ। ୭ରୁ ୯ ତାରିଖ ମଧ୍ୟରେ ବିବାହ ଉତ୍ସବ ସମ୍ପନ୍ନ ହେବ।

Fire At Wedding Ground
ୱେଡିଂ ହଲ୍‌ରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ, ତଥାପି ଖାଇବାରେ ବ୍ୟସ୍ତ ଥିଲେ ଗେଷ୍ଟ୍‌....

ଗୋଟିଏପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟପଟେ ଖାଇବାରେ ବ୍ୟସ୍ତ ଥିଲେ ଅତିଥି। ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ଏକ ମ୍ୟାରେଜ୍‌ ହଲ୍‌ରେ ଏହି ଘଟଣା ଘଟିଥିଲା।

Woman Observes Manabasa Gurubar Outside In-Laws House
ଶ୍ୱଶୁର ଘର ଆଗରେ ମାଣ ବସାଇଲେ, କହିଲେ- “ମା’ ଲୋ, ଶାଶୂ ଘର ଲୋକଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ”

ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି।

Woman Holding Dharna Outside Groom's Home
‘ମୋ ସ୍ୱାମୀ ମୋତେ ତାଙ୍କ ସହ ନ ନେବା ଯାଏ ମୁଁ ଧାରଣା ଦେବି’

ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦ୍‌ରେ ଅଟଳ ଯୁବତୀ। ୩ ଦିନ ହେଲାଣି ବଧୂ ବେଶ ସାଜି ଶ୍ୱଶୁର ଘର ସାମ୍ନାରେ ବସିଛନ୍ତି ଯୁବତୀ। ହେଲେ ଯୁବତୀ ଜଣକ କରୁଥିବା ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।

Katrina Kaif Marriage
ଏଇ ଡିସେମ୍ବରରେ ବାହା ହେବେ ବଲିଉଡର ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ୍‌

ଏଇ ଡିସେମ୍ବରରେ ବାହା ହେବେ ବାର୍ବି ଗାର୍ଲ କ୍ୟାଟ୍ରିନା କୈଫ୍‌? ବଲିଉଡର ଏହି ଯୋଗ୍ୟ ବ୍ୟକ୍ତିଙ୍କୁ କରିବେ ବିବାହ। ଏମିତି ଚର୍ଚ୍ଚା ଜୋର ଧରିଥିବା ବେଳେ ବାହାଘର ପାଇଁ କିଣା ସରିଲାଣି ପୋଷାକ ।

Fake guests are invited in wedding
ଏଠି ବିବାହରେ ଭଡାରେ ଆସନ୍ତି ଅତିଥି; ମୁଣ୍ଡ ପିଛା ୧୫ ଶହ

ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ।

Bill gates daughter got married
ବିବାହ ବନ୍ଧନରେ ବାନ୍ଧି ହେଲେ ବିଲ୍‌ଗେଟ୍‌ସଙ୍କ ଝିଅ, ଦେଖନ୍ତୁ ଫଟୋ

ବିବାହ ବନ୍ଧନରେ ବାନ୍ଧି ହେଲେ ବିଲିଓନେୟାର ବିଲ୍‌ଗେଟ୍‌ସଙ୍କ ଝିଅ । ମାଇକ୍ରୋସଫ୍ଟ କମ୍ପାନିର ମାଲିକ ବିଲ୍‌ଗେଟ୍‌ସ ଓ ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବଡ ଝିଅ ଜେନିଫର୍ କ୍ୟାଥରିନ୍ ଗେଟ୍ସଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

Marriage celebration
ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।

Couple
ଲୁଚିଛପି ଦ୍ୱିତୀୟ ବିବାହ କରିଥିଲେ; ରାତି ଅଧରେ ପୋଲିସ୍‌ ସହ ପହଞ୍ଚିଗଲା ପ୍ରଥମ ପତ୍ନୀ, ତା’ପରେ...

ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା।

Special Story | Marriage Is Valid Only After 7 Rounds Around Fire, Says Gwalior High Court
ମାଳା ପିନ୍ଧାଇଦେଲେ ବାହାଘର ହୁଏ ନାହିଁ, ବିଧି ବିଧାନ ଅନୁସାରେ ସାତ ଫେରା ନେବା ଜରୁରୀ

କେବଳ ମାଳ ଅଦଳ ବଦଳ କଲେ ହୁଏନାହିଁ ବାହାଘର। ରୀତିନୀତି ଅନୁସାରେ ସାତ ଫେରା ନେବା ଜରୁରୀ

marriage
ଟସ୍‌ ପଡ଼ିଲା ପରେ ସ୍ଥିର ହେଲା ବାହାଘର: ଚର୍ଚ୍ଚାରେ କର୍ଣ୍ଣାଟକର ବାହାଘର

ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲ ପାଇବା ଯଦି ତ୍ରିକୋଣୀୟ ହୋଇଥାଏ,ତେବେ ମାମଲାଟି ଗମ୍ଭୀର ହୋଇଯାଏ। ଏଭଳି ତ୍ରିକୋଣୀୟ ସଂପର୍କରେ ସମସ୍ତଙ୍କୁ ଖୁସି ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ।

marriage
ଅଜବ ପ୍ରଥା ,ବିବାହ ପୂର୍ବରୁ ବର-କନ୍ୟାଙ୍କୁ ଫିଙ୍ଗାଯାଏ ପଚା ଅଣ୍ଡା-ଟମାଟୋ

ବିବାହକୁ ନେଇ ଅନେକ ଦେଶରେ ଅନେକ ପ୍ରଥା ରହିଛି । ଦୁନିଆରେ ଏମିତି କିଛି ଦେଶରେ ବିବାହକୁ ନେଇ ଅଜବ ପରମ୍ପରା ରହିଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସ୍କଟଲ୍ୟାଣ୍ଡରେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ପଚା ଅଣ୍ଡା ଓ ଟମାଟୋ ଆଦି ଫୋପଡା ଯାଇଥାଏ । ଏମିତି ଏକ ବିବାହ ପ୍ରଥା ସମ୍ପର୍କରେ ଜାଣିବା ଯାହା ଆପଣମାନଙ୍କୁ ଅଦ୍ଭୁତ ଲାଗିପାରେ କିନ୍ତୁ ଏହା ସତ ।

Get Married in Just Rs 500
ମାତ୍ର ୫୦୦ ଟଙ୍କାରେ ବିବାହ କଲେ ମାଜିଷ୍ଟ୍ରେଟ୍‌

ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍‌ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।

Marriage
ମାତ୍ର ୫୦୦ ଟଙ୍କାରେ ବିବାହ କଲେ ମାଜିଷ୍ଟ୍ରେଟ୍‌

ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍‌ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।

jau3
କଣ୍ଢେଇ ସାଜିଛି କନିଆଁ

ବାଲେଶ୍ୱର : ବାଜା, ବାଣ, ରୋଷଣୀ ସାଙ୍ଗକୁ ନାଚରେ ମସଗୁଲ ବରଯାତ୍ରୀ। ନିମନ୍ତ୍ରିତ ହୋଇଛନ୍ତି ହଜାର ହଜାର ଅତିଥି। ଏ କୌଣସି ସାଧାରଣ ବାହା ଘର ନୁହେଁ, ବାଲେଶ୍ୱର ସହରରେ ଲୋକପ୍ରିୟ ଜଉ କଣ୍ଢେଇ ବିବାହ। ସୁନ୍ଦର ଭାବେ ଗେଟ୍ ସଜାଯାଇଛି। ଗେଟ୍‌ରେ ବର-କନ୍ୟା ନାଁ ମଧ୍ୟ ରହିଛି। କାଳିଯାଇ ସହ ହେଉଛି ଶିବ ବାହାଘର। ଏଠି ବର ହେଉଛି ଜଉ କଣ୍ଢେଇ ଶିବ, ଆଉ କନ୍ୟା କାଳିଯାଇ। ଏଥିପାଇଁ ରୋଷଣୀରେ ଶିବ ବାହାରିଛନ୍ତି। ନୂଆ ବଜାର […]