କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ।
ସେ କହିଛନ୍ତି ଯେ, ସବ୍ୟସାଚୀ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିପାରନ୍ତି। କୌଣସି ମାମଲାରେ ସବ୍ୟସାଚୀ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ନିର୍ବାଚନ ଲଢିବାରେ ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା।
]]>