• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manike Mage Hithe

‘Manike Mage Hithe’ goes viral
ସୋସିଆଲ୍‌ ମିଡିଆରୁ ମୋବାଇଲ କଲର୍‌ ଟ୍ୟୁନ୍‌, ସବୁଠି ‘ମାନିକେ ମାଗେ ହିତେ’

ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍‌ଭାଙ୍କ ବିଷୟରେ ଜାଣନ୍ତୁ ଏମିତି ସବୁ କଥା...

Yohani will debut in bollywood
ବଲିଉଡ୍‌ରେ ହଙ୍ଗାମା କରିବେ ୟୋହାନୀ : ହିନ୍ଦୀରେ ଗାଇବେ ‘ମନିକେ ମାଗେ ହିତେ’

ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ସେ ମଧ୍ୟ ବିଗ୍ ବସ୍‌ ଶୋ’ରେ ନଜର ଆସିଥିଲେ। ତାଙ୍କର ଲୋକପ୍ରିୟ ଗୀତ ‘ମନିକେ ମାଗେ ହିତେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନେସ୍‌ନାଲ୍‌ ସେନ୍ସେଶନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ତାଙ୍କର ଏହି ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଯେ ୟୋହାନୀ ଖୁବ୍ ଶିଘ୍ର ବଲିଉଡ୍‌ରେ ସିଙ୍ଗିଗ୍ ଡେବ୍ୟୁ କରିବାକୁ ଯାଉଛନ୍ତି।

Ranu Mandal
‘ମାନିକେ ମାଗେ ହିଥେ’ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ତଳ

କିଛି ଦିଅନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଗାୟିକା ରାନୁ ମଣ୍ତଳ। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟେସନ୍‌ ସିଙ୍ଗରରୁ ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିଲେ ରାନୁ ମଣ୍ତଳ। ପୁଣିଥରେ ଏକ ବହୁଚର୍ଚ୍ଚିତ ଶ୍ରୀଲଙ୍କାନ୍ ଗାୟିକା ୟୋହାନୀଙ୍କ ଲୋକପ୍ରିୟ ଗୀତ ‘ମାନିକେ ମାଗେ ହିଥେ’ କୁ ନିଜ ଅନ୍ଦାଜରେ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Special Story | ‘Manike Mage Hithe’ - Take A Look Into The Success Story Of Singer Yohani
ମାନିକେ ମାଗେ ହିଥେ ଗୀତର ରାଣୀ ୟୋହାନୀ

ବୟସ ୨୮ ବର୍ଷ। ନାଁ ୟୋହାନୀ ଡି ସିଲ୍ଭା। ବାପା ଜଣେ ଆର୍ମି ଅଫିସର। ମା ଜଣେ ଏୟାର ହୋଷ୍ଟେସ୍। ହେଲେ ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି।