• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Man

Married
ଖଣ୍ଡିଏ ଶାଢୀରେ ଶାଶୁଘର

ଘର ପୋଡ଼ିଥିଲା ମନ ବି ପୋଡ଼ିଥିଲା ଆଶା ନଥିଲା ସିନ୍ଦୁର ମିଳିଲା... ବାଜିଲା ବାଜା .. ଶୁଭିଲା ଶୁଭ ସାହାନାଇ...ବାଣ ରୋଷଣୀରେ ଉଠିଲା ପଡ଼ିଲା ସାରା ଉତୁକୁଡ଼ା ଗାଁ। ସତ ହେଲା ହିରାମଣିଙ୍କ ଆଶା ଖଣ୍ଡିଏ ଶାଢୀରେ ଶାଶୁଘର ଗଲେ ଦିଲ୍ଲୀପ ଙ୍କ କନିଆ ସାଜି ....

Bargarh
ଝିଅ ହେଲା ବୋଲି ପରିବାର ପର କଲା ବାପା

ଆଶ୍ଚର୍ଯ୍ୟ ଲାଗେ ଆଜି ବି ସମାଜରେ ଏମିତି ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନଙ୍କ ପାଇଁ ସମାଜ କଳଙ୍କ ମୁଣ୍ଡାଏ । ବରଗଡ଼ ଗୋପାଳରପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଜଣେ ବାପା ଝିଅ ହେଲା ବୋଲି ପରିବାରକୁ ପର କରି ଚାଲିଯାଇଛି.....

Missing Man
୨୫ ବର୍ଷ ପରେ ହେଲା ପରିବାରର ମହାମିଳନ

ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।

Man beats Mother
ଧନ୍ୟ ତୁ କୁଳାଙ୍ଗାର ପୁଅ ! ମାଡ଼ମାରି ଭାଙ୍ଗିଦେଲା ମା’ର ହାତ...

କଳିଯୁଗର ପୁଅ । ଯିଏ, ନିଜର ଜନ୍ମକଲା ମା’ଙ୍କୁ ମାଡ଼ ମାରିଛି, ହାତ ଭାଙ୍ଗି ଅଣ୍ଟା ଦରଜ କରିଦେଇଛି । ପୁଅର ଏଭଳି ନୃଶଂସ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ସେହି ଅଭାଗିନୀ ମା’ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ସନ୍ତାନକୁ ଜନ୍ମଦେଇଥିବା ମା’ ଆଜି ନିଜ କୋଳକୁ ନିନ୍ଦୁଛି । ଗଞ୍ଜାମ ଆସିକା ଅଞ୍ଚଳରୁ ଆସିଛି ଜଣେ ମା’ର ବେଦନାଭରା କାହାଣୀ ।

Murder Case
ସ୍ତ୍ରୀ ପୁଅର ମୁଣ୍ଡକୁ ପଥରରେ ଛେଚିଲା, ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା...

ପ୍ରଥମେ ନିଜ ପତ୍ନୀକୁ ମାରିଲା, ପରେ ନିଜର ଦୁଇ ବର୍ଷର ପୁଅର ମୁଣ୍ତକୁ ପଥରରେ ଛେଚିଲା .. ଏହା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଶେଷ କରି ଦେଇଛି ।

slipper
ଘର ଆଗରେ ଚପଲ ରଖିଥିଲେ ବୋଲି… ଛୁରୀ ଭୁସି ମାରିଦେଲା ପଡ଼ୋଶୀ

ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍‌ ଜୋର୍‌ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।

Cyber crime – Fraudster dupes man using secret code
କୋଡ୍ ନମ୍ୱର ଦେଲା ପରେ କଟି ଚାଲିଲା ଟଙ୍କା

କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...

Disbaled Odisha Man Battling To Get A Prosthetic Leg
ଗୋଡ଼ କଟିବା ପରେ ଭୋକ ଉପାସରେ ଥିଲା ପୂରା ପରିବାର, ଏବେ ଛୁଟୁଛି ସାହାଯ୍ୟର ସୁଅ

ଗୋଡ଼ କଟିଯିବା ପରେ ଭୋକ ଉପାସରେ ଥିଲା ଚାଣ୍ଡାଳଙ୍କ ପରିବାର। ଓଟିଭିରେ ଖବର ବାଜିବା ପରେ ଏବେ ଛୁଟିଛି ସାହାଯ୍ୟର ସୁଅ। କିଏ ହ୍ୱିଲ ଚେୟାର ଦେଲାଣି ତ ଆଉ କିଏ ଖାଇବାକୁ...

Cyber Crime - How Odisha Man Loses His Hard Savings To Avail Loan
ଲୋନ୍‌ କରିବାକୁ ଯାଇଥିଲେ, ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା...

ଲୋନ୍‌ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...

Koraput Man Alleges Corruption In Biju Pucca Ghar Yojana
ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା

ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା। ପ୍ରକୃତ ହିତାଧିକାରୀ କିଛି ପାଉନାହାନ୍ତି , ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସହାୟତା ମିଳୁଛି

Cyber Crime।Fraudsters Dupe Man Of Rs 3.42 Lakh
ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...

ଭାଇର ଅପରେସନ୍‌ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ

Making News – Shopkeeper Accuses Man Of Diverting Customers To Other Shops
ନଟ ଦୋକାନୀର ବାଜା ବଜାଇ ଦେଲେ ବାଜ ମଉସା

ଆଛା ଲୋକ... ଖାଇବେ ମୋର, ଗାଇବେ ଆଉ କାହାର। ସକାଳଠୁ ସଂଜ ଯାଏ ମୋଠାରୁ ପାନ ଖାଇବେ। ଆଉ ଗରାକି ଆସିଲେ ବତାଇ ଦେବେ ଆଉ ଗୋଟେ ଦୋକାନର ଠିକଣା...

Odisha Man Grows Thailand Berry In Cuttack\'s Niali
ଲକଡାଉନରେ ଲଗାଇଥିଲେ ଥାଇଲାଣ୍ଡ ବରକୋଳି, ଏବେ ତୋଳି ବିକୁଛନ୍ତି…

କରୋନାର ଭୟାବହତା ଜୀବନ ଜୀବିକା ଉପରେ ପକାଇଛି ପ୍ରଭାବ। କିଏ ଚାକିରି ଛାଡି ଘରେ ବସିଛି ତ ଆଉ କିଏ ବେପାରରେ ହାତ ବାନ୍ଧି ବସିଛି। ଏଭଳି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ରୋଷେୟାକୁ ବଂଚିବାର ନୂଆ ବାଟ ଦେଖାଇଛି ଥାଇଲାଣ୍ଡ ବରକୋଳି ଚାଷ...

Apana Eka Nuhanti । Man Suffering From Kidney Ailments Seeks Govt Help
ଭେଣ୍ଡିଆ ପୁଅକୁ କଷ୍ଟ ଦେଉଛି କିଡନୀ ରୋଗ, ବିବେକାନନ୍ଦ କହୁଛନ୍ତି ମୁଁ ବଂଚିବାକୁ ଚାହେଁ...

ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ

No OTP, No Message, But Man Loses Rs 1.48 Lakh To Online Fraud
ଅନଲାଇନ୍ କିଣୁଥିଲେ, କଟିଗଲା ଲକ୍ଷେ ୪୮ ହଜାର !

ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ

Watch This Odisha Man\'s Inspiring Jungle Survival Tales
ଜଙ୍ଗଲ ବୟ କୄଷ୍ଣଚନ୍ଦ୍ର... ଖାଉଛନ୍ତି କଞ୍ଚା ମାଉଁସ, ପିଉଛନ୍ତି ଯୋକ ରକ୍ତ...

ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...

Berhampur Man Cheats Aquaintances Of A Whopping Rs 4 Crore By Forging Documents
ଜାଲ୍ କାଗଜ ପତ୍ରରେ ୪ କୋଟି ଠକେଇ

ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।

Pati Ho To Aisa! MP Man Builds His Wife A Taj Mahal Replica
ପତ୍ନୀଙ୍କୁ ତାହମହଲ ଉପହାରରେ ଦେଲେ ସ୍ୱାମୀ

ପତ୍ନୀଙ୍କୁ ଉପହାରରେ ଦେଲେ ତାହମହଲ ସଦୃଶ ଘର । ସ୍ତ୍ରୀଙ୍କୁ ଉପହାର ଦେବାକୁ ସ୍ୱାମୀ ନିର୍ମାଣ କରିଛନ୍ତି ଏହି ମହଲ । ଏହି ଘର ପ୍ରସ୍ତୁତ ପାଇଁ ଲାଗିଛି ୩ ବର୍ଷ ସମୟ ଲାଗିଛି ।

Man Kills Wife, Dead Body Recovered After 1 Year In Keonjhar
ବର୍ଷେ ତଳେ ପ୍ରେମ ବିବାହ, ତା ପରେ ହତ୍ୟା

ବର୍ଷେ ତଳେ ହତ୍ୟା, ଏବେ ମିଳିଲା ଅବଶେଷ। ପାରିବାରିକ ଅଶାନ୍ତିରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ବର୍ଷେ ପରେ ମିଳିଲା ପତ୍ନୀର ମୃତଦେହର ଅବଶେଷ। ବର୍ଷେ ତଳେ ପ୍ରେମ ବିବାହ କରିଥିଲେ

Man hired a woman to slap her for using Facebook
ମାଲିକକୁ ଚାପୁଡା ମାରିବାକୁ ମିଳୁଛି ଦରମା

ସୋସିଆଲ ମିଡିଆ ଅଭ୍ୟାସ ଛଡ଼ାଉଛି ଚାପୁଡ଼ା । ଫେସବୁକରୁ ଦୂରେଇ ରହିବା ପାଇଁ ଅଭିନବ ଉପାୟ । ଚାପୁଡ଼ା ମାରିବାକୁ ରଖିଛନ୍ତି ସୁନ୍ଦର ଯୁବତୀ । ଟିକେ ସୋସିଆଲ୍ ମିଡିଆ ଖୋଲୁଖୋଲୁ ବସୁଛି ଚାପୁଡା

OTV Special | Man, Son Build Bridge In 15 Days
ଶୁଣିଲାନି ପ୍ରଶାସନ, ଧାର କରଜ କରି ୧୫ ଦିନରେ ତିଆରି କଲେ ପୋଲ

ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...

knife
ଛୁରୀରେ ନିଜ ତଣ୍ଟି କାଟିଲେ ଯୁବକ

କଟକ : ନିଜ ତଣ୍ଟି ନିଜେ କାଟିଲେ ଯୁବକ। କଟକ କ୍ୟାଣ୍ଟନମେଣ୍ଟ ଥାନା ପଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ରୀଚଣ୍ଡି ନାମକ ଜଣେ ଯୁବକ ଛୁରୀରେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।