• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahesh Babu

Guntur karaam worldwide box office collection day 1
୨୦୨୪ର ସବୁଠାରୁ ବଡ ଓପେନିଂ ‘ଗୁଣ୍ଟୁର କରାମ’; ଏତେ କଲା ରୋଜଗାର

ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ‘ଗୁଣ୍ଟୁର କରାମ’ର ପ୍ରଥମ ଦିନର ବକ୍ସ ଅଫିସ ରୋଜଗାରକୁ ଶେୟାର୍ କରିଛନ୍ତି। ସେ X ରେ ଶେୟାର୍ କରି ଏହାର କ୍ୟାପ୍‌ସନ୍‌ରେ ‘ଗୁଣ୍ଟୁର କାରମ’ ବର୍ଷର ସବୁଠାରୁ ବଡ ଓପେନିଂ ବୋଲି ଲେଖିଛନ୍ତି।

Minister malla reddy sparks controversy at animal event
ତେଲୁଗୁ ଲୋକମାନେ ବଲିଉଡ୍‌, ହଲିଉଡ୍‌ ସହ ପୂରା ହିନ୍ଦୁସ୍ଥାନ ଉପରେ ରାଜ୍ କରିବେ; ମଲ୍ଲା ରେଡ୍ଡୀ

ଫିଲ୍ମ ‘ଆନିମଲ୍‌’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।

Mahesh Babu’s 11-year-old daughter Sitara charged Rs 1 crore for jewellery ad
ଚର୍ଚ୍ଚାରେ ମହେଶ ବାବୁଙ୍କ ୧୧ ବର୍ଷର ଝିଅ; ଗୋଟିଏ ବିଜ୍ଞାପନକୁ ନେଲେ କୋଟିଏ ଟଙ୍କା

ମହେଶ ବାବୁଙ୍କ ସୁନ୍ଦରୀ ଝିଅ ସୀତାରା ଆଜିକାଲି ଚର୍ଚ୍ଚାରେ। ସେ ସମସ୍ତ ଷ୍ଟାର୍‌କିଡ୍‌ମାନଙ୍କୁ ପଛରେ ପକେଇ ଦେଇଛନ୍ତି। ଏକ ବିଜ୍ଞାପନ ପାଇଁ ସୀତାରା ମୋଟା ରକମର ଚାର୍ଜ କରିଛନ୍ତି।

B town vs South Industry
ମହଙ୍ଗା ମହେଶ ବାବୁ ବନାମ ବଲିଉଡ: କାହାର ଚାହିଦା କେତେ?

ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର

Mahesh Babu charges so much for a film
ଜାଣନ୍ତୁ ଗୋଟିଏ ଫିଲ୍ମ କରିବାକୁ ମହେଶ ବାବୁ କେତେ ଟଙ୍କା ନିଅନ୍ତି

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତା ତାଲିକାରେ ମହେଶ ବାବୁଙ୍କୁ ଗଣନା କରାଯାଉଛି। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ବିବୃତ୍ତି ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍‌ ତାଙ୍କୁ ଟଙ୍କା ଦେଇ ପାରିବ ନାହିଁ। ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏହି ଅଭିନେତା କେତେ ଟଙ୍କା ନିଅନ୍ତି?

Mahesh Babu speaks, bollywood can not afford me
ବଲିଉଡ୍ ମତେ ଟଙ୍କା ଦେଇପାରିବ ନାହିଁ : ମହେଶ ବାବୁ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ମହେଶ ବାବୁ। ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

mahesh babu
ମହେଶଙ୍କ ଖୁସିର ରହସ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଏ‍ବେ ପ୍ରଶଂସକଙ୍କୁ ଖୁସି କରିବାରେ ବ୍ୟସ୍ତ। ଏପରିକି ସୁଟିଂ ଅଧାରୁ ସମୟ ବାହାର କରି ପ୍ରଶଂସକଙ୍କୁ ସାକ୍ଷାତ କରିବାକୁ ଆସୁଛନ୍ତି ମହେଶ। ପ୍ରଶଂସକମାନେ କିଭଳି ତାଙ୍କ ଉପରେ ଖୁସି ରହିବେ ସେ ନେଇ କିଛି କାମ ମଧ୍ୟ କରୁଛନ୍ତି। ଜଣେ ଏତେ ବଡ଼ ସୁପରଷ୍ଟାର ହୋଇ ପ୍ରଶଂସକଙ୍କ ପାଇଁ କାମ କରିବା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ଜଣାପଡ଼ିଛି। ଆକ୍ସନ ଷ୍ଟାର ଭାବେ ଜଣାଶୁଣା ମହେଶ […]