ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ Mar 12, 2018 ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦…