WCL ମୁଖ୍ୟାଳୟ ନାଗପୁରରେ ଅବସ୍ଥାପିତ ହୋଇଥିବାରୁ ଏହା ଠିକ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିପାରିବନି ବୋଲି ନବୀନ ଲେଖିଛନ୍ତି। ସ୍ଥାନୀୟ ସମସ୍ୟାକୁ ସମାଧାନ କରିବାରେ WCL ସକ୍ଷମ ହେବନି ବୋଲି ଦର୍ଶାଇ କେନ୍ଦ୍ର ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟର ରାମ୍ପିଆ, ଡିପ୍ ସାଇଡ୍ ରାମ୍ପିଆ, ଘୋଗାରପଲ୍ଲୀ ଏବଂ ଏହାର ଡିପ୍ ଏକ୍ସଟେନସନ ଖଣିକୁ WCLକୁ ଆବଣ୍ଟନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା।
]]>