ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ପ୍ରାଣଦାୟିନୀ ମହାନଦୀ । ପିଇବା ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ ମହାନଦୀ ପାଣି।
ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ । ତଳିଆ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଟିମ୍ ମୁତୟନ ।
ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ୍ ପାଣି ହେଉଛି ନିଷ୍କାସିତ...ଦେଖନ୍ତୁ ଏହି ଭିଡିଓ
ବର୍ଷା ବଢ଼ିଲେ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।
ବୌଦ୍ଧ ଓ ସୁବର୍ଣ୍ଣପୁରରେ ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ଆଠଗଡରେ ଅକାତକାତ ପାଣି ଜାଗାରେ ଦିଶିଲାଣି ବାଲି। କୂଳ ବେଉସା ହରାଇ ସଂକଟରେ ମତ୍ସ୍ୟଜୀବୀ, ଦୁର୍ଦ୍ଦିନରେ ଡଙ୍ଗା କାରିଗର। ଦେଖିବା ବିଶେଷ ରିପୋର୍ଟ...
ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।
ଅଡୁଆ ହୋଇପାରେ ତଳମୁଣ୍ଡରେ ଜଳ ସଂରକ୍ଷଣ ପଦକ୍ଷେପ ।
କେନ୍ଦ୍ର ଓ ଛତିଶଗଡ଼ ଉପରେ ବର୍ଷିଲା ବିଜେଡି । ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗି ବିରୋଧୀଙ୍କ କଡ଼ା ସମାଲୋଚନା ।
ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ଜୀବନ ରେଖାର ଚିତ୍ର ଡରେଇଲା ଭଳି, ଥରେଇଲା ଭଳି।...ଯୁଆଡ଼େ ଚାହଁ, ଯେଉଁଠିକୁ ଚାହଁ ଗଣ୍ଡ ସ୍ଥାନରେ କେଉଁଠି କାଁଭାଁ ଅଳ୍ପ ପାଣିକୁ ଛାଡ଼ିଦେଲେ ଚାରି ଆଡ଼େ ଖାଲି ବାଲି ଆଉ ପଥର ।
ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।
ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।