• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Siva Marriage

Why Shiva-Parvati marriage is called Sital Sasthi
Sital Sasthi: ଶିବ-ପାର୍ବତୀଙ୍କ ମିଳନକୁ କାହିଁକି କୁହାଯାଏ ଶୀତଳ ଷଷ୍ଠୀ ?

ଶୀତଳଷଷ୍ଠୀ ବେଳକୁ ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଆକର୍ଷଣ ହେବା ସାଙ୍ଗକୁ ବର୍ଷାର ଆଗମନ ଧରାପୃଷ୍ଠରେ ଶୀତଳ ପରିବେଶ ସୃଷ୍ଟିକରେ। ଏହି ସମୟରେ ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିବା।

Sital Sasthi 2023
Sital Sasthi: କେବେ ଓ କାହିଁକି ପାଳନ ହୁଏ ଶୀତଳଷଷ୍ଠୀ ? କେଉଁଠୁ ହୋଇଥିଲା ଆରମ୍ଭ, ଜାଣନ୍ତୁ...

ଆଜି ପବିତ୍ର ଶୀତଳଷଷ୍ଠୀ ଯାତ୍ରା। ଏହି ପର୍ବ ପାଳନ କରୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶିବ ଗ୍ରୀଷ୍ମର ପ୍ରବଳ ଉତ୍ତାପକୁ ପ୍ରତିପାଦିତ କରୁଥିବାବେଳେ ଦେବୀ ପାର୍ବତୀ ପ୍ରଥମ ବର୍ଷାର ପ୍ରତୀକ ଅଟନ୍ତି।

sitalsasthi
ଆଜି ଶିବ ବିବାହ, ସମ୍ବଲପୁରରେ ନିରାଡ଼ମ୍ବରରେ ପାଳନ ହେଉଛି ଶୀତଳଷଷ୍ଠୀ

ସମ୍ବଲପୁର:ଆଜି ଦେବ ଦେବ ମହାଦେବଙ୍କ ବିବାହ। ମା’ ପାର୍ବତୀଙ୍କ ହାତ ଧରିବେ ପ୍ରଭୁ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ସମ୍ବଲପୁର ସହରରେ ପ୍ରତିବର୍ଷ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ବେଶ ଆଡମ୍ବର ସହ ପାଳନ ହୋଇଥାଏ।  ଏଥର ମଧ୍ୟ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ସହର ଚଳଚଞ୍ଚଳ […]