• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Shiva

Lord Shiva
ଶ୍ମଶାନରେ ହୋଲି ଖେଳ, ଜଳୁଛି ଶବ, ଶୁଭୁଛି ହର୍ ହର୍ ମହାଦେବ

ଗୋଟେପଟେ କାନ୍ଧରେ ଶବ ନେଇ ଶ୍ମଶାନରେ ଲୋକେ ପହଞ୍ଚୁଛନ୍ତି ଅନ୍ତିମ ସଂସାର ପାଇଁ... ଆଉ ଅନ୍ୟପଟେ ଡିଜେ ଗୀତରେ ଝୁମୁଛନ୍ତି ଲୋକେ । ପରସ୍ପର ଉପରେ ପିଙ୍ଗୁଛନ୍ତି ଅବିର ଓ ଫୁଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ହର୍ ହର୍ ମହାଦେବ । ଏପରି ଅଦ୍ଭୁତ ଦୃଶ୍ୟ ହେଉଛି କାଶୀର ମଣିକର୍ଣ୍ଣିକା ଘାଟର ।

Lemon Sold For ₹ 35,000 At Auction In Tamil Nadu Temple
ମହାଶିବରାତ୍ରୀରେ ନିଲାମ ହେଲା ଲେମ୍ୱୁ; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

know 5 unknown secrets about lord shiva
Maha Sivaratri 2024: ଭଗବାନ ଶିବଙ୍କର ଜଣେ କି ଦୁଇ ଜଣ ନୁହେଁ ଚାରି ପତ୍ନୀ ଥିଲେ; ଜାଣନ୍ତୁ କେଉଁମାନେ ଏହି ଦେବୀ

ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କର ଦୁଇଟି ପତ୍ନୀ ଥିଲେ, ପ୍ରଥମ ଦେବୀ ସତୀ ଏବଂ ଦ୍ୱିତୀୟ ମାତା ପାର୍ବତୀ। କିନ୍ତୁ ଯଦି ହିନ୍ଦୁ ପୁରାଣକୁ ବିଶ୍ୱାସ କରାଯାଏ, ତେବେ ଭଗବାନ ନିଳକଣ୍ଠେଶ୍ୱର ଜଣେ କି ଦୁଇଜଣ ନୁହେଁ ବରଂ ଚାରିଜଣଙ୍କୁ ବିବାହ କରିଥିଲେ।

Aghor tradition
କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିନ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !

ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !

Lord Shiva Temple
ଶହେ ଶିବଲିଙ୍ଗର ଗାଁ ! ଯୋଉଠି ଖୋଳିବେ ସେଇଠି ବାହାରିବ ଶିବଲିଙ୍ଗ

ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ ।

Lord Shiva
କଟକରେ ତିଆରି ହେଉଛି ତିନି ମହଲା ଉଚ୍ଚା ଶିବ ମୂର୍ତ୍ତି

ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି । 

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Devotees throng Lord Shiva temple on 2nd Shravan Somvar
ଆଖି ନାହିଁ କିନ୍ତୁ ଜନ୍ମରୁ ହୃଦୟରେ ମହାଦେବ

ସେଦୃଷ୍ଟିବାଧିତ ହୋଇଥାନ୍ତୁ କି ଶରୀରକୁ ଅସହ୍ୟ କଷ୍ଟ ଲାଗୁଥାଉ, ମହାଦେବଙ୍କ ଭକ୍ତି ଆଗରେ କିନ୍ତୁ ଏସବୁ ଯେ ଫିକା। ଯାହା ଦେଖିବାକୁ ମିଳିଛି ଶ୍ରାବଣ ଦ୍ୱିତୀୟ ସୋମବାରରେ। ଆଠଗଡ଼ର ଧବଳେଶ୍ୱର ଓ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଏମିତି ତିନି ଜଣ ଅନନ୍ୟ ଶିବ ଭକ୍ତଙ୍କୁ ଭେଟିଥିଲା ଓଟିଭି।

Mahadev Temple
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

temple of Lord Shiva
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Sital Sasthi Yatra
ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଶୀତଳଷଷ୍ଠୀ ଯାତ୍ରା
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ସମ୍ବଲପୁର

ଦେବ ଦମ୍ପତିଙ୍କର ବିବାହ ଲାଗି ସହରରେ ଉତ୍ସବର ମାହୋଲ। ଆଜି ରାତିରେ ବିଭିନ୍ନ ଶିବ ମନ୍ଦିରରୁ ଭୋଲାବାବା ବରଯାତ୍ରୀ ନେଇ ବାହାରିବେ। ସୁନ୍ଦର ଭାବେ ସଜେଇ ହୋଇଥିବା ବିମାନରେ ମହାଦେବଙ୍କୁ ନଗର ପରିକ୍ରମା କରାଯିବ। ବାଜା, ବାଣ ଓ ରୋଷଣୀ ସହ ନାଚଗୀତରେ କନ୍ୟାଘରକୁ ଯିବ ଶୋଭାଯାତ୍ରା।

Shiva Temple, Cannabis Ban
ଶିବ ମନ୍ଦିରରେ ଗଂଜେଇ ମନା, ଆଉ ଚଳିବନି ଭୋଗ ନାଁରେ ବାହାନା

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।

Devotees offer live crabs to Lord Shiva Temple at Ramnath
ଶିବଙ୍କୁ ଜୀଅନ୍ତା କଙ୍କଡ଼ା ଦେଲେ ଦୂର ହୋଇଯିବ କାନ ରୋଗ !

ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?

Shakti kund
ପୁରୀ ସମୁଦ୍ର କୂଳରେ ଲାଗିଛି ଶକ୍ତି କୁଣ୍ଡ ! ଦେଖିବାକୁ ଲୋକଙ୍କ ଭିଡ଼

ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।

Lingaraj Temple
ଉଠିଲା ଶ୍ରୀଲିଙ୍ଗରାଜ ମନ୍ଦିର ମହାଦୀପ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Lord Shiva
ମହାଶିବରାତ୍ରୀ ! ଭଗବାନ ଶିବଙ୍କୁ ଆଦୌ ଅର୍ପଣ କରନ୍ତୁ ନାହିଁ ୫ଟି ଜିନିଷ; ପାଇବେନି ସଫଳତା

ଯଦି ଆପଣମାନେ ଶିବରାତ୍ରୀ ଦିନ ଏହି କାମ କରୁଛନ୍ତି ତେବେ ରାଗିଯାଇଥାଆନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ଶିବରାତ୍ରୀରେ କଣ କଣ କରିବା ଏବଂ କଣ କରିବା ନାହିଁ।

Kanwar Yatra
କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ