• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Looted

Bhubaneswar
ସମସ୍ତେ ଶୋଇଥିଲେ... ବାହାରୁ ପଡ଼ିଲା ତାଲା, ଚୋର ଲୁଟିନେଲା ସୁନାଗହଣା

ରାଜଧାନୀରେ ମାତିଛନ୍ତି ଚୋର । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ବାରମ୍ବାର ଚୋରି ହେଉଛି । କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି ।

 loot
ପୁଣି ଭକୁଆ ବନେଇଲେ ଭଣ୍ଡବାବା...

ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ୫ଲକ୍ଷ ଟଙ୍କାର ସୁନା ଚେନ୍ ଧରି ଚମ୍ପଟ ନକଲି ନାଗା ସାଧୁ... କେଉଁଠୁ ଆସିଥିଲେ, କୁଆଡ଼େ ଗଲେ ଫଟୋ ଧରି ପୋଲିସ୍ ର ତନାଘନା...

Miscreants Rob Jewellery Shop In Bhubaneswar, Crores Of Gold & Silver Looted
ରାଜଧାନୀରେ ସିନ୍ଧି ଚୋର ଲୁଟିଲେ କେଜିଏ ସୁନା

ରାଜଧାନୀର ପ୍ରମୁଖ ସ୍ଥାନ ଡେଲଟା ଛକରେ ରାତିରେ ଏତେ ବଡ଼ ଧରଣର ଚୋରିକୁ ନେଇ ସ୍ଥାନୀୟ ବ୍ବ୍ୟବସାୟୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସଟର୍ ଓ ଗ୍ରୀଲ୍ କୁ ଗ୍ୟାସ୍ କଟରରେ କାଟି ଲୁଟେରା ମାନେ ଲୁଟ କରିଥିବା ଜଣାପଡିଛି।

ଲୁଟେରା ଗ୍ୟାଙ୍ଗ୍
ଫିଲ୍ମ ଷ୍ଟାଇଲରେ କରୁଥିବା କାରନାମାର ଗୁମର ଫିଟାଇଦେଲା ଟ୍ରକ୍ ଡ୍ରାଇଭର

ଗତ ୮ ଦିନ ଭିତରେ ୫ଟି ଚେନ୍, ୩୦ ମୋବାଇଲ ଓ ୪ ବାଇକ୍ ଲୁଟି ପୋଲିସର ନିଦ ହଜାଇ ଦେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।  ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ।  ଧରା ନପଡିବା ପାଇଁ ଚୋରି କରିଥିବା ଗାଡିକୁ ଲୁଟ୍‌ରେ ବ୍ୟବହାର କରୁଥିଲେ।