• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loot

Car Loot
ଥାର୍ଡ ପାର୍ଟିରେ କାର ଡିଲ କରି ଠକେଇ, ଦମ୍ପତ୍ତି ଫେରାର

ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ, ଆଉ ପରେ ଧରା ଛୁଆଁ ନ ଦେଅଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତଭାମା ଦାସ ଓ ସରୋଜ କୁମାର।

Lootera Arrested
ଭୁବନେଶ୍ୱରରୁ ଧରାପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, କେଜିଏ ସୁନା ସହ ୪ ଲକ୍ଷ ଜବତ

୫ ଜିଲ୍ଲା ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

Loot
ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ମାଲିକଙ୍କୁ ବାହାର ପଟୁ ତାଲା ଦେଇ କରୁଛନ୍ତି ଲୁଟ୍

ରାଜଧାନୀରେ ଥରହର କଲେଣି ଲୁଟେରା। ଆପାର୍ଟମେଣ୍ଟ ହେଉ ଅବା ଘର। କାହାକୁ ଯେଭଳି ଖାତିର ନାହିଁ।

Bhubaneswar
ସମସ୍ତେ ଶୋଇଥିଲେ... ବାହାରୁ ପଡ଼ିଲା ତାଲା, ଚୋର ଲୁଟିନେଲା ସୁନାଗହଣା

ରାଜଧାନୀରେ ମାତିଛନ୍ତି ଚୋର । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ବାରମ୍ବାର ଚୋରି ହେଉଛି । କିନ୍ତୁ ନା ଚୋରକୁ ଧରି ପାରୁଛି କମିଶନରେଟ ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି ।

Loot In Bhubaneswar
ରାଜଧାନୀରେ ପୁଣି ମାତିଲେ ଲୁଟେରା

ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର।

Loot
ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା, CCTV ରେ କଏଦ ହେଲା ଦୃଶ୍ୟ

ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱର ପାହାଳ ଥାନା ଅଧୀନରେ ଥିବା ମେଟ୍ରୋ ସାଟେଲାଇଟ ସିଟି ସୋସାଇଟରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୨ଟି ବ୍ଲକର ୨ଟି ଘରେ କଲାକନା ବୁକାଇଛନ୍ତି ଲୁଟେରା ।

Temple Loot
ମନ୍ଦିରରୁ କରୁଥିଲେ ଚୋରି, ଧରା ପଡ଼ିଲେ; ମୂଲ୍ୟବାନ ସାମଗ୍ରୀ ଜବତ

ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି ବାଲେଶ୍ୱର ପୋଲିସ । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଇଛି ।

Yojanara Na Hariloot
ଯୋଜନାର ନାଁ ହରିଲୁଟ୍

ପୋଖରୀ ପୁନରୁଦ୍ଧାର ନାଁରେ ସାଂସଦ ପାଣ୍ଠିରୁ ହରିଲୁଟ୍ ।

Loot
ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ।

Loot
ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍; ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ସୁନାଗହଣା

ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି।

Instant Karma
ଚୋରି ଉଦ୍ୟମ ଫେଲ୍; ଚେନ୍ ଛଡ଼ାଇବା ବେଳେ ଚଳନ୍ତା ଟ୍ରେନରୁ ଖସିପଡ଼ିଲା ଚୋର...ଦେଖନ୍ତୁ ଭିଡିଓ

ଅନଲାଇନରେ ପୋଷ୍ଟ ପରଠାରୁ, ଭିଡିଓଟି X ପ୍ଲାଟଫର୍ମରେ ୨ମିଲିୟନରୁ ଅଧିକ ଭ୍ୟୁ ସଂଗ୍ରହ କରିଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ ବକ୍ସରେ ଅନେକ କମେଣ୍ଟ କରିଛନ୍ତି।

Loot
ଚୋରି ପୂର୍ବରୁ ଫିଟ ରହିବାର ଚେଷ୍ଟା, କଲେ ଯୋଗ; ଭାଇରାଲ ହେଲା ଭିଡିଓ

ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି ।

Loot
ପଢ଼ା ମାତ୍ର ନବମ ଶ୍ରେଣୀ, କିନ୍ତୁ ଚୋରି କରି ବଞ୍ଚୁଥିଲା ଅୟସର ଜୀବନ

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି ।

Crime
ମଝି ରାତିରେ ମାତିଲେ ମନ୍ଦିର ଚୋର

ମଝି ରାତିରେ ମାତିଲେ ମନ୍ଦିର ଚୋର। ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ। ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା

Loot
ଦେଖୁ ଦେଖୁ ନେଇଗଲେ ପାଞ୍ଚ ଲକ୍ଷ ଟଙ୍କା, ମାତ୍ର ପାଞ୍ଚ ସେକେଣ୍ତରେ ସଫା

୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।

Loot From Temple
ଚୋରର ଡାକ ଶୁଣିଲେନି ଭଗବାନ; ମୁଣ୍ତିଆ ମାରି ଚୋରି କରିଥିଲେ..ଏବେ ଧରା ପଡ଼ିଲେ..

ରାଜସ୍ଥାନରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ଠାକୁରଙ୍କ ଟଙ୍କା ସୁନାଗହଣା ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ଚୋରି ପୂର୍ବରୁ କରୁଛନ୍ତି ପ୍ରାର୍ଥନା। ଆଉ ତା’ପରେ ବୁଲାଉଛନ୍ତି କଳାକନା।

Bus Loot
୧୫ଶହ ଟଙ୍କା ଦେଇ ୯୦ ହଜାର ଲୁଟିଲେ, କୋଲଡ୍ରିଙ୍କସରେ ମିଶାଇଥିଲେ ନିଶା!

ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ । ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

Loot
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

Loot
ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

Fraud, Loot
‘୫ ଲକ୍ଷ ଦିଅ, ୨୦ ଲକ୍ଷ ନେବ’ କହି ଧରାଇ ଦେଲା ବାଲି ବାକ୍ସ !

ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।

Reception Party
Viral Video: ରିସେପ୍‌ସନ୍‌ ପାର୍ଟିରେ ପଶିଲା, ସୁନା-ଅଳଙ୍କାର ଗିପ୍ଟ ବ୍ୟାଗ୍‌ ଧରି ଛୁ ମାରିଲା

ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।

Commissionerate Police bust inter-state gang
ଧରାପଡ଼ିଲା କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ।

Bhubaneswar
ରାଜଧାନୀରେ ରହିବାକୁ ଲାଗିଲାଣି ଡର, ଘର ଛାଡ଼ି ଗଲାମାନେ ହେଉଛି ଚୋରି..!

ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି ।

Miscreants Loot Jewellery
ରାଜଧାନୀରେ କଳାକନା ବୁଲାଇଲେ ଚୋର...ଝରକା ଭାଙ୍ଗି ନେଇଗଲେ ସୁନା ଗହଣା...

ରାଜଧାନୀରେ ପୁଣି କଳାକନା ବୁଲାଇଲେ ଚୋର...ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି...କପିଳପ୍ରସାଦ କେଳୁଚରଣ ଲେନ୍- ୫ର ଧ୍ରୁବ ପାତ୍ରଙ୍କ ଘରୁ ଚୋରି ।

Loot
ଆସିଲେ..ଗୁଳି କଲେ.. କାରରୁ ଟଙ୍କା ଲୁଟିନେଲେ..

ଗୁଳି କରି କାରରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ କାରକୁ ଗୁଳିକରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୪ଜଣ ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।