ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଆମେ କେବେ ନୀରବ ରହିବୁନି: ମୋଦି Apr 19, 2018 ଲଣ୍ଡନ: ଭାରତ କେବେ ହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ, ମାତ୍ର ଯେଉଁମାନେ ଭାରତକୁ ଆକ୍ରମଣ କରିବା…