• translate

Tag: Literature

Revive : A story by Dr. Ipsita Pradhan
ରିଭାଇଭ୍ : ଜଣେ ନର୍ସର କାହାଣୀ

ବେଳେବେଳେ ଏ ଜୀବନ ଏମିତି ଲାଗେ ଯେ ସତେ ଯେମିତି ଏଡେ ବଡ ଦୁନିଆରେ କେହି ବି ସାହା ନାହିଁ। ଲାଗେ ସତେ ଯେମିତି ଏ ଜୀବନ ନିଃସଙ୍ଗ। ତେବେ ଆସନ୍ତୁ ସେମିତି ଏକ ଚରିତ୍ରକୁ ହେଟିବା ଗାଳ୍ପିକା ଡା. ଇପ୍ସିତା ପ୍ରଧାନଙ୍କ ଗପରେ।

ଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'
ଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'

ପ୍ରେମ ମାନେ ନାହିଁ ଧନୀ-ଗରିବ। ପ୍ରେମ କାହାକୁ କେତେବେଳେ ହେବ ତାହା କହିବା କଷ୍ଟ। ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ର ତାଙ୍କ ଗଳ୍ପରେ ଏମିତି ଏକ ପ୍ରେମ କାହାଣୀକୁ ଫୁଟେଇଛନ୍ତି ଯାହାକୁ ପଢିଲେ ଯେ କୌଣସି ପ୍ରେମୀ ମଣିଷର ହୃଦୟ ରୋମାଞ୍ଚିତ ହୋଇଉଠିବ।

Debagiri Sahitya Samman
କବିତାରେ ଜୀବନର କଥା କହୁଥିବା ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍‌ଯାପିତ ହୋଇଯାଇଛି। ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାରେ ସନ୍ତୋଷ କର, ସମାଜସେବାରେ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଛି।

Sarala Puraskar
ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି ।