• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Liquor Shop

5-Year-Old Takes Legal Stand: Files PIL To Shut Liquor Shop Near School
ବୟସ କମ୍‌, କାମ ବଡ଼; ସ୍କୁଲ ପାଖରେ ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଲେ ୫ ବର୍ଷର ଶିଶୁ...

ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।

Alcohol to become costlier
ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।

No 'ON' shop liquor license for rural areas
ଗାଁରେ ଖୋଲିବନି ଆଉ ନୂଆ ମଦ ଦୋକାନ, ଲାଇସେନ୍ସ ପାଇଁ ଆପ୍ଲିକେସନ୍‌ ଫି’ ବି ବଢ଼ିଲା...

ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।

No Helmet No Liquor
ପ୍ରଶାସନର ନୂଆ ନିୟମ ! ହେଲମେଟ ପିନ୍ଧିକି ନଆସିଲେ ଦୋକାନରୁ ମିଳିବନି ମଦ

ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।

Women in Deogarh ransack Govt liquor shop
ମଦଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା, ସରକାରଙ୍କୁ ଦେଲେ ଚେତାବନୀ

ମଦ ପାଇଁ ଘରେ ସବୁବେଳେ ଝଗଡା । ତେଣୁ ମହିଳାମାନେ ତିଲେଇବଣିରେ ଗର୍ଜନ କରି ଭାଙ୍ଗିଲେ ସରକାରୀ ମଦଭାଟି ।

Inebriated UP Police At Liquor Shop - News Fuse
ନା...ଇଏ ଦେଶୀ, ଏ କ’ଣ ଆଜି ଆଉ ଚାର୍ଜ ହେବେ?

ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ

open sky liquor shop
ମୁକ୍ତ ଆକାଶରେ ମଦ ବିକ୍ରି

ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି