• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lifestyle

Say No
ଯଦି ଆପଣ ପାରିବେନି...ମନା କରିବା ଶିଖନ୍ତୁ, ଜାଣନ୍ତୁ ଏହାର ଉପାୟ...

ବହୁ ଲୋକ ମନା କରିପାରନ୍ତି ନାହିଁ । ମନା କରିବାକୁ ସେମାନଙ୍କୁ ଖରାପ ଲାଗେ । ସାମ୍ନାରେ ଥିବା ବ୍ୟକ୍ତି କାଳେ କ’ଣ ଭାବିବ, ସେୟା ଭାବି ଅନେକ ମନା କରିପାରନ୍ତି ନାହିଁ ।

before going into new relationship consider these things
Relationship Tips: ପୁରୁଣା ସଂପର୍କକୁ ଛାଡି ନୂଆ ସଂପର୍କ ଗଢିବାକୁ ଚାହୁଁଛନ୍ତି କି…. ଭୁଲନ୍ତୁ ନାହିଁ ଏହି ୪ଟି କଥା

ଅନେକ ସମୟରେ ଏମିତି ହୁଏ ଯେ ଏକ ନୂଆ ସମ୍ପର୍କ ଗଢିବା ନେଇ ଲୋକେ ତରବର ହୋଇ ଏମିତି କିଛି ଭୁଲ୍ କରି ଦିଅନ୍ତି ଯେ ଯାହା ସେମାନଙ୍କର ଭାବମୂର୍ତ୍ତିକୁ ନଷ୍ଟ କରିଥାଏ। କେବଳ ଏତିକି ନୁହେଁ, ଅନେକ ସମୟରେ ପରସ୍ପରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୁଏ ଏବଂ ସମ୍ପର୍କ ଭାଙ୍ଗିଯାଏ।

UK Couple
ଲଭବାର୍ଡଙ୍କ କାରନାମା: ଚୋରି କରୁଥିଲେ କ୍ରେଡିଟ କାର୍ଡ, ଜିଉଥିଲେ ଲକଜୁରୀ ଲାଇଫ୍

ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ ।

4 superfoods in your diet during pregnancy your child will be intelligent
Pregnancy Diet: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ଖାଦ୍ୟ; ପିଲା ହେବ ବୁଦ୍ଧିମାନ

ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।

Women special how to look younger after age of 30 naturally
Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।

5 fantastic benefits of eating snake gourd
Health Tips: ମଧୁମେହ ଓ କିଡ୍‌ନୀ ସମସ୍ୟା ପାଇଁ ରାମବାଣ ପରି କାମ କରେ ଛଚିନ୍ଦ୍ରା

ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।

How to make kids memory sharp with long lasting learning tips
Parenting Tips: ଆପଣଙ୍କ ପିଲା ପାଠ ମନେରଖୁନି କି… ଆପଣାନ୍ତୁ ଏହି ୪ ଟିପ୍ସ୍‌

କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।

4 great benefits of mango peels rich in many nutrients
Health Tips: ଆମ୍ବ ଚୋପାରେ ରହିଛି ଅନେକ ଭିଟାମିନ୍; କର୍କଟ ଭଳି ସମସ୍ୟା ବି ହ୍ରାସ କରେ

ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।

5 easy ways to get rid of workout pain
Health Tips: ଆପଣାନ୍ତୁ ଏହି ୫ଟି ଟିପ୍ସ; ବ୍ୟାୟାମ ପରେ ଶରୀର ଯନ୍ତ୍ରଣାରୁ ମିଳିବ ମୁକ୍ତି

ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ।

World bicycle day 2023 know when did it start
World Bicycle Day: କାହିଁକି ଓ କେବେ ଆରମ୍ଭ ହେଲା ‘ବିଶ୍ୱ ସାଇକେଲ୍‌ ଦିବସ’

ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍‌ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।

Know health benefits of cycling
World Bicycle Day 2023: ସାଇକେଲ୍ ଚାଳନା ଏହିସବୁ ରୋଗକୁ ରୋକିଥାଏ

ପ୍ରତିବର୍ଷ ୩ ଜୁନ୍‌କୁ ‘ବିଶ୍ୱ ସାଇକେଲ୍‌ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସ ପାଳନ କରିବା ପଛରେ ଏକ ଦୃଢ କାରଣ ରହିଛି। ମାନବ କଲ୍ୟାଣ ସହିତ ଏହି ଦିନର ମଧ୍ୟ ପରିବେଶ ପ୍ରତି ସକରାତ୍ମକ ଅବଦାନ ରହିଛି। ତେବେ ଆସନ୍ତୁ ଜାଣିବା ଆମେ କାହିଁକି ‘ବିଶ୍ୱ ସାଇକେଲ୍‌ ଦିବସ’ ପାଳନ କରୁ ଏବଂ ସାଇକେଲ ଚଳାଇବାର ଲାଭ କ’ଣ?

Food alert!
ଫ୍ରିଜ୍‌ରେ ରଖୁଛନ୍ତି କି ଏହି ୭ ଖାଦ୍ୟ ? ଜାଣିନିଅନ୍ତୁ କ’ଣ ରହିବ ପ୍ରଭାବ...

ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍‌ରେ ରଖି ଖାଇବା ଜମା ବି ଠିକ୍‌ ନୁହେଁ, ଆସନ୍ତୁ ଜାଣିବା ।

religious beliefs in 7 days
କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍, ଜାଣନ୍ତି କି

ଧାର୍ମିକ ବିଶ୍ୱାସ ଅନୁଯାୟୀ ବାର ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ବାରକୁ ନେଇ ଘରର କାର୍ଯ୍ୟ ସଂପନ୍ନ କଲେ ଶୁଭପ୍ରଦ ହୋଇଥାଏ । ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍ ।

the key to success
ସଫଳତା ପାଇଁ ଜରୁରୀ ଅଟେ ଏହି ୪ଟି କଥା

ମଣିଷ ଜୀବନରେ ସଫଳତାର ଅନେକ ମହତ୍ତ୍ୱ ରହିଛି । ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନ କାମକୁ ନେଇ ଖୁସି ନୁହନ୍ତି । ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ବର୍ଷ ଆରମ୍ଭରୁ ଏମିତି କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ,ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।

use headphones
ମାତ୍ରାଧିକ ହେଡଫୋନ୍‌ ବ୍ୟବହାର କରିବା ଦ୍ୱାରା ହୋଇପାରେ ଶ୍ରବଣଜନିତ ସମସ୍ୟା

ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ କଣ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି ।

Kartik Month
କାର୍ତ୍ତିକ ମାସରେ କାହିଁକି ଖାଆନ୍ତି ନାହିଁ ଆମିଷ,ଜାଣନ୍ତୁ ଏହାର କାରଣ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ ମାଛ,ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ । ଏହାର ଉଭୟ ଧର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।