• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Leopard Attack

Nuapada Tiger
ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। ସାଥୀକୁ ହରାଇ ଜଙ୍ଗଲରେ ଗର୍ଜନ କରୁଥିବା କହିଛନ୍ତି ଲୋକେ। ଏପଟେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବାଘ ଦେଖାଦେଲେ ତୁରନ୍ତ ଖବର ଦେବାକୁ କୁହାଯାଇଛି । ଏସବୁ ଭିତରେ ଯନ୍ତାରେ ଥିବା କଲରାପତରିଆର ଚିକିତ୍ସା କରାଯାଉଥିବା ବେଳେ, ମଣିଷ ମରା ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Nuapada Tiger
ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ।

tiger
ବାଘ ଆତଙ୍କରେ ଥରହର ନୂଆପଡ଼ା, ୭ ଦିମରେ ଗଲାଣି ୨ ଜଣଙ୍କ ଜୀବନ

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି।

viral news
VIDEO : ହାଇୱେରେ ଭୋକିଲା କଲରାପତରିଆ, ଆଖି ପିଛୁଳାକେ ଆସି ବେକକୁ ଧରି ଟାଣିନେଲା

ରାସ୍ତାରେ ବୁଲୁଛି ଭୋକିଲା କଲରାପତରିଆ, ଆଖି ପିଛୁଳାକେ ପାଖରେ ପହଞ୍ଚିଯାଇଛି . .

leopard enters Ghaziabad district court premises in Uttar Pradesh
କୋର୍ଟ ଭିତରେ ପଶିଗଲା କଲରାପତରିଆ ବାଘ, ୭ ଆହତ

ANI ଜାରି କରିଥିବା ଭିଡିଓରେ ପୂରା ଦୃଶ୍ୟ ନଜରକୁ ଆସିଛି। 

 Boy Killed In Leopard Attack Near Chhattisgarh Temple
ନବରଙ୍ଗପୁରରୁ ଛତିଶଗଡ଼ ବୁଲିବାକୁ ଯାଇଥିଲେ, ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

୬ ବର୍ଷର ପିଲାକୁ ବାଘ ନେଇଗଲା । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପିନେଇଥିବା ସୂଚନା ମିଳିଛି