• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Leopard

Leopard Rescued
ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନ ବିଭାଗ

OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ ।

Leopard
ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।

Leopard
ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ  ୧୯୨ ଲିଓପାର୍ଡ ?

Leopard population in Odisha
ରାଜ୍ୟରୁ କୁଆଡ଼େ ଗଲେ ୧୯୨ କଲରାପତରିଆ ବାଘ ?

୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ବ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର....

Leopard
ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ, ୪ ବର୍ଷରେ କମିଲେ ୧୯୨

ଗତ ୪ ବର୍ଷରେ ରାଜ୍ୟରୁ ଉଭାନ ହୋଇଗଲେଣି ୧୯୨ଟି କଲରାପତରିଆ।

Leopard Dead
ପୁଣି ଏକ କଲରାପତରିଆ ବାଘ ମୃତ...ଶିକାରୀ ଫାଶରେ ପଡ଼ିଥିବା ଅନୁମାନ

ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।

Leopard In Jeypore Hotel
ହୋଟେଲ ରୁମ୍‌ରେ ପଶିଲା କଲରାପତରିଆ ବାଘ ! ଦେଖନ୍ତୁ ଭିଡିଓ...

ଭିଡିଓଟି ଖୁବ୍‌ ମଜାଦାର ଲାଗୁଛି । ଥରେ ଦେଖିବେ ନିଶ୍ଚୟ । ଅନ୍ୟପଟେ ଏହି ବାଘ ହାବୁଡ଼ରେ ଯିଏ ପଡ଼ିଛି ସିଏ ଜାଣିଛି କେମିତି ଥିଲା ତାର ପରିସ୍ଥିତି ।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

Ailing and weak leopard abused by MP villagers
ବାଘକୁ ବାନ୍ଧିଲେ, ଗାଁ ଦାଣ୍ଡରେ କୁକୁର ପରି ଚଲାଇ ଚଲାଇ ନେଲେ ଲୋକେ

ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନକାଚର କାଳୀ ସିନ୍ଧ ନଦୀ କୂଳରେ ଚିତାବାଘଟି କୌଣସି କାରଣରୁ ନିସ୍ତେଜ ହୋଇ ପଡ଼ିରହିଥିଲା । ସତେ ଯେମିତି ତା’ ଶରୀରରେ କୌଣସି ଶକ୍ତି ନଥିଲା କି ଠିକ୍‌ରେ ମଧ୍ୟ ଚାଲିପାରୁନଥିଲା ।

Leopard dies after reportedly being hit by unknown vehicle in ganjams
କଲରାପତରିଆ ବାଘକୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି

ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।

Nuapada Tiger
ନୂଆପଡ଼ାରେ କାବୁ ହେଲା କଲରାପତରିଆ

ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।

Leopard strays into residential area
ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Leopard strays into residential area
ନାକରେ ପାଣି ପୁରାଇଲାଣି ବାଘ, ସତର୍କ ରହିବାକୁ ବନ ବିଭାଗର ସଚେତନ

ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।

Cheetah - Leopard
କୁନୋ ଜଙ୍ଗଲରେ ଚିତାର ଖାଦ୍ୟ କମ୍‌ ଶତ୍ରୁ ଅଧିକ, ଦୌଡ଼ିବାକୁ ବି ମିଳିବନି ସୁଯୋଗ !

ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।

Poacher held for clicking selfie with leopard before killing it
ବାଘ ସହ ସେଲ୍‌ଫି ନେଇ ହିରୋରୁ ହୋଇଗଲେ ଜିରୋ

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।

Leopard
ବାର୍‌ହା ଫାଶରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ ।

Odisha Beer Attack
କୂଅରୁ ଉଦ୍ଧାର ହେଲା କଲରାପତରିଆ, ବାଉଁଶ ସିଡ଼ିରେ ଚଢ଼ି ଜଙ୍ଗଲକୁ ମାରିଲା ଚମ୍ପଟ

ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ ।

Leopard
ଢ଼େଙ୍କାନାଳ ଜଙ୍ଗଲରେ କଲରାପତରିଆ ବାଘ- ବାଘୁଣିଙ୍କ ଭିଡିଓ ଭାଇରାଲ

ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି ।

Leopard In Classroom
କ୍ଲାସ୍‌ ରୁମ୍‌ରେ ପଶିଲା ବାଘ, ଏକୁଟିଆ ଦେଖି ଝାମ୍ପ ମାରିଲା

ବାଘଟି କଲେଜ କ୍ଲାସ୍‌ ରୁମ୍‌ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Trapping Leopards in Mumbai\'s Aarey Colony
କଲୋନୀରେ କଲରାପତରିଆ

ମୁମ୍ବାଇ ବନ ବିଭାଗ ଆରେ କଲୋନିରୁ ୨ଟି କଲରାପତରିଆଙ୍କୁ ଉଦ୍ଧାର କରିଛି ।

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

leopard
ଯନ୍ତା ଭିତରେ ଫଶିଥିବା ସାଥୀଙ୍କୁ ରାତିସାରା ଜଗି ରହିଲା ମାଈ ଚିତା, ଦେଖନ୍ତୁ ଭିଡ଼ିଓ

ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା।  ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ। ଦୁଇ ଚିତାବାଘ ମଧ୍ୟରେ ପ୍ରେମ।  ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ।  ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ।  ଯନ୍ତାରୁ ପ୍ରେମିକକୁ […]