• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lata Mangeshkar Birthday

Lata Mangeshkar Birth Anniversary
ଆଜି କୋକିଳକଣ୍ଠୀ ଲତା ଦିଦିଙ୍କ ଜୟନ୍ତୀ: ପିଲାବେଳୁ ମୁଣ୍ଡେଇ ଥିଲେ ପରିବାର ବୋଝ

ସଙ୍ଗୀତର ଶିଖର ଛୁଇଁଥିବା ଲତା ମଙ୍ଗେଶକର ଦର୍ଶକଙ୍କୁ ହଜାର ହଜାର ଗୀତ ଭେଟିଦେଇଛନ୍ତି। ସ୍ୱର କୋଳିଳ ଲତା ମଙ୍ଗେଶକରଙ୍କ ଜନ୍ମଦିନ ଅବସରରେ ଅଯୋଧ୍ୟାରେ ଉଦ୍‌ଘାଟିତ ହେବ ଲତା ମଙ୍ଗେଶକର ଛକ।

Yogi Adityanath
ବିଶାଳକାୟ ବୀଣା ! ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ଯୋଗୀଙ୍କ ନିଆରା ଉପହାର..

ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।

Lata Mangeshkar Birthday
ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ସ୍ୱର ସମ୍ରାଙ୍ଗୀ ଲତା ମଙ୍ଗେସଙ୍କର ଜନ୍ମଦିନ । ୯୨ ବର୍ଷ ବୟସରେ ପାଦ ଥାପିଛନ୍ତି ଲତା ଦିଦି। ପୁରା ବିଶ୍ୱରେ ଲତା ମଙ୍ଗେସକରଙ୍କର ବହୁତ ପ୍ରଶଂସକ ଅଛନ୍ତି । ତାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବିଶ୍ୱରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ଶୁଅ ଛୁଟିଛି । ତେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

LATA MANGESHKAR
ଆଜି ସ୍ୱର ସାମ୍ରାଜ୍ଞୀଙ୍କ ଜନ୍ମଦିନ : ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ଲତା

କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ । ୯୨ ବର୍ଷରେ ପାଦ ଦେଲେ ସ୍ୱର ସମ୍ରାଜ୍ଞୀ । ଲତା ମଙ୍ଗେଶକରଙ୍କ ନାମ ଆସିବା ମାତ୍ରେ ସମ୍ମାନରେ ମଥାନତ ହୋଇଯାଏ । କାରଣ ଲତାଙ୍କ ସ୍ୱରର ଯାଦୁ ସମସ୍ତଙ୍କୁ ବିମୋହିତ କରେ । କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅଛନ୍ତି ତାଙ୍କର ଫ୍ୟାନ୍। । ଲତା ମଙ୍ଗେସକର ଛଅ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ମଖମଲି ସ୍ୱରରେ ଲୋକକୁ ବାନ୍ଧି ରଖିଥିଲେ