• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lalu Prasad Yadav

Land for job scam
ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ CBI ଚାର୍ଜସିଟ୍

ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।

RJD Chief Lalu Yadav Son Tej Pratap Saw Lord Shri Krishna In His Dream
ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦେଖିଲେ ଲାଲୁଙ୍କ ପୁଅ ! ଶେୟାର କଲେ LIVE ଭିଡିଓ...

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

Lalu Prasad Yadav
‘ଲ୍ୟାଣ୍ଡ ଫର ଜବ’ ସ୍କାମ୍‌ ମାମଲା; ଲାଲୁ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

Tejashwi Yadav
ତେଜସ୍ୱୀ ଯାଦବଙ୍କ ଘରୁ ମିଳିଲା ୭୦ ଲକ୍ଷ ନଗଦ ଟଙ୍କା ଓ ଦେଢ଼ କେଜି ସୁନା

ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍‌କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।

Lalu Prasad Yadav
ଆରଜେଡି ସୁପ୍ରିମୋ ଲାଲୁଙ୍କୁ ମିଳିବ ନୂଆ ଜୀବନ ! ବାପାଙ୍କୁ କିଡନୀ ଦେବେ ଝିଅ ରୋହିଣୀ

ବାପାଙ୍କ କଷ୍ଟ ଯନ୍ତ୍ରଣା ସମୟରେ ଝିଅ ସାହା ହେବନି ତ କିଏ ହେବ ?

Lalu Prasad Yadav Convicted
ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ

ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ନିସ୍ତାର ନାହିଁ। ଚାରା ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

lalu yadav
ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ୍

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ  ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି।  ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]