• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lac

Army chief Manoj Pande
‘LACରେ ସୈନ୍ୟ ବଢ଼ାଉଛି ଚୀନ, ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସମର୍ଥ’

ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ପ୍ରେସମିଟ୍

Rajnath Singh
ଆହୁରି ଶକ୍ତିଶାଳି ହେବ ଭାରତ, ଚୀନ୍‌କୁ ଦେବ ଚକ୍‌ମା

ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Amit Shah
‘ମୋଦି ସରକାରରେ ଭାରତ ଠାରୁ କେହି ଗୋଟିଏ ଇଞ୍ଚ ଜମି ନେଇପାରିବେ ନାହିଁ’

ସଂସଦ ବାହାରେ ପ୍ରତିକ୍ରିୟା ଦେଲେ ଗୃହମନ୍ତ୍ରୀ ଅମିତ ଶାହା

Bofors Guns Along LAC
ଚୀନ୍‌ର ଦାଦାଗିରିକୁ ମିଳିବ ମୁହଁତୋଡ଼ ଜବାବ

ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ। ଏଲ୍ଏସିରେ ମୁତୟନ ହେଲା ବୋଫୋର୍ସ ତୋପ। ଚୀନ୍‌ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍ଏସିରେ ବୋଫୋର୍ସ ଗନ୍‌ ମୁତୟନ କରିଛି। ଏହି ତୋପ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି।

Fighter Air Craft
ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି !

ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍‌କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।

 India China Face Off
ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, LACକୁ ମାଡ଼ି ଆସିଥିବା ୨୦୦ ଚୀନ୍ ସେନାଙ୍କୁ ରୋକିଲେ ଭାରତୀୟ ସେନା

ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। 

china
ଇଣ୍ଡିଆ ଚାଇନା ଫାଇଟ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଚୀନ୍ ସହ ରକ୍ତାକ୍ତ ସଂଘର୍ଷକୁ ନେଇ ଭାରତୀୟ ସେନାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତକାଲି ଲଦାଖର ଗଲଓ୍ୱାନ ଅଞ୍ଚଳରେ ସଂଘର୍ଷ ଘଟିଥିଲା। ସୀମାରେ କାର୍ଯ୍ୟରତ ୧୭ ଯବାନ ଗୁରୁତର ଆହତ ହୋଇଥିଲେ। ମାଇନସ୍ ତାପମାତ୍ରାରେ ଗୁରୁତର ଅବସ୍ଥାରେ ରହି ସେମାନଙ୍କ ମୃତ୍ୟୁ ହୋଇଥିବା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସୀମା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ପ୍ରତିଶ୍ରୁତିବଦ୍ଧ ବୋଲି ସେନା କହିଛି। ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, […]

dsd
ଭାରତ-ଚୀନ୍ ଫାଇଟ୍ ଅପଡେଟ୍: ବଡ଼ କ୍ଷତି ସହିଛି ଚାଇନା, ୪୩ ଯବାନ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଭ୍ୟାଲିରେ ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାରେ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଚାଇନାର ପ୍ରାୟ ୪୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ଏନ୍‌ଆଇ। ଭାରତ ପକ୍ଷରୁ ଏହି ସୂଚନା ଜଣାପଡ଼ିଥିବା ଏଏନ୍‌ଆଇ କୋଟ୍ କରିଛି। ନିଜର ମୃତ ସୈନ୍ୟମାନଙ୍କୁ ନେବା ପାଇଁ ସୀମାରେ ଚୀନ୍ ହେଲିକପ୍ଟର ପହଞ୍ଚିଛି ଥିବା ଖବର ମିଳିଛି। ୨୦ ଭାରତୀୟ ଯବାନ ସହିଦର ଖବର ଆସିବାର ତୁରନ୍ତ […]

china
ଆମର ବି ବହୁତ କ୍ଷତି ହୋଇଛି: ଚାଇନା ମିଡିଆ

ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ଧରି ଚୀନ୍ ସୀମାରେ ଲାଗି ରହିଥିବା ଉତ୍ତେଜନା ଶେଷରେ ସଂଘର୍ଷର ରୂପ ନେଇଛି। ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖର୍‌ ଗଲଓ୍ୱାନ୍‌ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି।  ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

mm-narvane
କେମିତି ଅଛି ଇଣ୍ଡିଆ-ଚାଇନା ସୀମା ବିବାଦର ସ୍ଥିତି ?

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି ବୋଲି ନରଭଣେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ନରଭଣେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଶୁନିଶ୍ଚିତ କରିବାକୁ ଚାହେଁ ଯେ ଚାଇନା ସହିତ ଥିବା ଆମର […]