• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kuchinda

Tomato Truck Accident
ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହିନେଲେ

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।

Congress Leader Attacked At Kuchinda | Tara Bahinipati Slams CM Naveen
ନବୀନଙ୍କ ସ୍ୱଚ୍ଛ୍ୟ ରାଜନୀତି ନେଇ ତାରାଙ୍କ ପ୍ରଶ୍ନ

ପୋଲିସ ଡିଜି ଚାକିରୀ ଛାଡି ଦେବା ଉଚିତ୍। ପୋଲିସ ଉପରେ ସେ କଣ୍ଟ୍ରୋଲ କରିପାରୁନାହାନ୍ତି ଏବେ ସେ ବିଶ୍ରାମ ନେବା କଥା। କଂଗ୍ରେସ ନେତା ତାରାବାହିନୀ ପତି କଂଗ୍ରେସର ଏକ ପ୍ରେସମିଟ୍ ରେ ଏପରି ବିବୃତ୍ତି ଦେଇଛନ୍ତି । ଶୁଣନ୍ତୁ ଆଉ କ'ଣ କ'ଣ କହିଛନ୍ତି।

Attack On Congress Leader At Kuchinda : CM Naveen Should Resign, Demands Tara Bahinipati
ମୁଖ୍ୟମନ୍ତ୍ରୀ ଆଗେ ଇସ୍ତଫା ଦିଅନ୍ତୁ

ମମିତା ହତ୍ୟା ଓ କର୍ମୀଙ୍କୁ ଆକ୍ରମଣ ନେଇ ସରକାରଙ୍କୁ ତାରାଙ୍କ ଟାର୍ଗେଟ I ପୋଲିସ ଉପସ୍ଥିତିରେ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା ଆଉ ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ, ଆଗ ଇସ୍ତଫା ଦିଅନ୍ତୁ

 Kuchinda
କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ

କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ । ମନ୍ତ୍ରୀ ଟୁକୁନି ସାହୁ ରହିଥିବା ଡାକ ବଙ୍ଗଳା ଆଗରେ ତିନି ଦଳର କର୍ମୀଙ୍କ ହୋହାଲ୍ଲା ଓ ନାରାବାଜି ଆନ୍ଦୋଳନ ବେଳେ ତିନି ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ଏପରି ସ୍ଥିତି ଉପୁଜିଛି ।

ajaya
ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି।  ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି […]