• translate

Tag: Kuakhai Murder

kuakhai
ଅଶ୍ଳୀଳ ଭିଡିଓ ଭାଇରାଲ ଓ କୁଆଖାଇ ହତ୍ୟାକାଣ୍ଡ ଘଟଣା : କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର : ଭିଡିଓ ଭାଇରାଲରୁ କୁଆଖାଇ ପଠାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣା। ଭାଇରାଲ ଭିଡ଼ିଓର ପୀଡ଼ିତା ଆଜି କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସାଇବର ସେଲ୍‌ର ସଂପୃକ୍ତ ଯୁବତୀ ଭିଡ଼ିଓକୁ ନଷ୍ଟ କରିବା ପାଇଁ ନିବେଦନ କରିବା ସହ ଏହାକୁ ଏବେ ମଧ୍ୟ କିଏ ଭାଇରାଲ୍ କରୁଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକାରୀ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା […]

unmay padhi
ଉନ୍ମୟ ପାଢ଼ୀ ହତ୍ୟା ମାମଲା: ହତ୍ୟାକାଣ୍ଡ ଉପରୁ ସସ୍‌ପେନ୍ସ ଉଠାଇ ପାରୁନି ପୋଲିସ

ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଆଜି ଜେରା ପରେ ପୋଲିସ ଛାଡିଦେଇଛି।  ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଲା ପୋଲିସ। ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ।  ଉନ୍ମୟଙ୍କୁ ଜୀବନ୍ତ ପୋଡି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା। ତେବେ ଏଯାଏ ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ସସ୍‌ପେନ୍ସ ଉଠାଇ ପାରିନାହିଁ। ଗତ ବୁଧବାର ଦିନ […]

unmay padhi
ଖୋଲିପାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ରହସ୍ୟ

ଭୁବନେଶ୍ୱର: ଖୋଲିପାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡର ରହସ୍ୟ। ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। କୋଲକତା ଖସିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଅଟକ ରଖିଛି ପୋଲିସ। ଗତକାଲି ଉଭୟଙ୍କୁ ପଚରା ଉଚରା କରି ପୋଲିସ ଛାଡି ଦେଇଥିଲା। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ କରୁଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍। ପୋଡିଯାଇଥିବା Laptop ଓ ଡଙ୍ଗଲ ଫୋରେନସିକକୁ ଯାଇଥିବା ବେଳେ ପୋଲିସ ସେଠାରୁ […]