• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Konark Sun Temple

G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

G20 Summit
ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

ଦୃଶ୍ୟ ଆଖି ଖୋସିହେବା ପରି..ପ୍ରତି ଓଡ଼ିଆଙ୍କ ଛାତି କୁଣ୍ଢେମୋଟ୍‌...ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

G20 Summit
G-20 ରେ ଝଟକିଲା ଉତ୍କଳୀୟ କଳା କାରିଗରୀ; କୋଣାର୍କ ଚକର ପ୍ରତିକୃତି ଦେଖି ବିମୋହିତ ବିଶ୍ୱନେତା

ଦିଲ୍ଲୀ ଦରବାରର G-20 ଶିଖର ସମ୍ମିଳନୀରେ ଶୋଭାପାଉଛି ଓଡ଼ିଶାର କୀର୍ତ୍ତିରାଜି । ଉତ୍କଳୀୟ କଳାର ଉତ୍କର୍ଷ ଆଜି ବିଶ୍ୱନେତାଙ୍କୁ ବିମୋହିତ କରୁଛି । କୋଣାର୍କର ଐତିହାସିକ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଚକିତ କରିଛି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନଙ୍କୁ । ଭାରତ ମଣ୍ଡପମ୍ ସ୍ୱାଗତସ୍ଥଳରେ ଶୋଭା ପାଉଥିବା ସୂର୍ଯ୍ୟମନ୍ଦିର ଚକର ପ୍ରତିକୃତି ସାମ୍ନାରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରି କୋଣାର୍କର କାରୁକାର୍ଯ୍ୟ ସଂପର୍କରେ ଅବଗତ କରିଛନ୍ତି।

Konark Sun Temple
କେମିତି ଅଛି କୋଣାର୍କ ମନ୍ଦିରର ଜଗମୋହନ ?

ଜଗମୋହନର ସ୍ଥିତି ପରଖିବାକୁ ଚାଲିଛି ଷ୍ଟ୍ରକଚର ନିର୍ମାଣ । ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ କୋର କମିଟି ନେବ ନିଷ୍ପତ୍ତି: ASI ।

Exclusive Photo Of Inside Konark Sun Temple
ଆସିଲା କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର EXCLUSIVE ଫଟୋ

ଆସିଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ। ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି।

Konark
କୋଣାର୍କରେ ଟିକେଟ୍‌ ସ୍କାମ୍‌ କରୁଛି କିଏ?

ସରିଲା ପାର୍ବଣ ଆସିଲା ପର୍ଯ୍ୟଟନ ଋତୁ । ଟିକେଟ କାଟି କୋଣାର୍କ ଉଦୟଗିରି ବୁଲିବେ ପର୍ଯ୍ୟଟକ। ହେଲେ ତା ପୂର୍ବରୁ ଯେଉଁ ଟିକେଟ୍ ଘୋଟାଲା ତଥ୍ୟ ଆସିଛି ସାମ୍ନାକୁ ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯିବ

Konark Temple
କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ

ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ ଭୂମିପୂଜନ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା ।

Konark Sun Temple
ଅସୁରକ୍ଷିତ ଅବସ୍ଥାରେ ପଡିରହିଛି ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷ

ସୂର୍ଯ୍ୟ ମନ୍ଦିର ପରିସର ଓ ଆଖପାଖରେ ଥିବା କୀର୍ତ୍ତିରାଜିର ସୁରକ୍ଷା ଦାବି ହୋଇଛି...

The Department of Tourism will host more and more festivals for tourist.
ପୁଣି ଜମିବ ଉତ୍ସବ, ପର୍ଯ୍ୟଟନ ବିଭାଗ ଦେଲା ଗ୍ରୀନ୍ ସିଗ୍ନାଲ

ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ । ଅଧିକରୁ ଅଧିକ ଉତ୍ସବ ଆୟୋଜନ କରିବ ପର୍ଯ୍ୟଟନ ବିଭାଗ। ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା। କରୋନାରେ ଭାଙ୍ଗି ପଡ଼ିଥିବ ପର୍ଯ୍ୟଟନ ଶିଳ୍ପକୁ ସଜାଡିବାକୁ ଅଣ୍ଟାଭିଡିଲା ସରକାର।

Konak
“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି