• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: King Cobra

king-cobra-eats-up-python
ଅଜବ ଦୃଶ୍ୟ; ଅଜଗରକୁ ଗିଳିଲା ନାଗ

ସାପକୁ ଗିଳିଲା ସାପ, ଦେଖନ୍ତୁ ଏହି ଅଦ୍ଭୁତ ଦୃଶ୍ୟ...

King Cobra Found Inside Bathroom
ଗାଧୁଆ ଘରେ ଅହିରାଜ : ବୁଲିଲା, ଆତଙ୍କ ମଚେଇଲା

ଅହିରାଜର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଗାଧୁଆ ଘରେ ଫଁ ଫଁ ହେଉଥିବା ଦେଖିବାକୁ ମିଳୁଛି ।

King Cobra
ସାପ ଓଗାଳିଲା ଅହିରାଜ

୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଅହିରାଜ ସାପ ପଶି ଯାଇଥିଲା ।

King Cobra With Fractured Ribs Undergoes Surgery At OUAT In Bhubaneswar
ଯୋଡ଼ି ହେବ ଅହିରାଜର ଭାଙ୍ଗି ଯାଇଥିବା ହାଡ଼

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ଥାଇଲାଣ୍ଡ୍‌ ଷ୍ଟାଇଲ୍‌ରେ ବିଷଧର କିଙ୍ଗ୍ କୋବ୍ରାକୁ ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଧରିଥିବା ଦେଖିବାକୁ ମିଳିଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।

12-Ft King Cobra Rescued From Well In Mayurbhanj By Forest Officials
ବିରାଟ ଅହିରାଜ, ଦେଖିଲେ ଡର ଲାଗୁଛି

ବାରିପଦା ବନଖଣ୍ଡ ଅଧୀନ ନୂଆଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କୂଅ ଭିତରେ ଏହି ଅହିରାଜ ଉଦ୍ଧାର ହୋଇଛି..

snake
କ୍ୟାମେରାରେ ଉତ୍ତୋଳନ ନାଗ ସାପ ଅଣ୍ଡା ଦେବାର ଚିତ୍ର

ଭୁବନେଶ୍ୱର : ନାଗ ସାପ ଅଣ୍ଡା ଦେବାର ଭିଜୁଆଲ। କ୍ୟାମେରାରେ ଏହାର ଭିଜୁଆଲ ଉତ୍ତୋଳନ ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା। ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ଜଣାପଡ଼ିଲା ଯେ, ସାପଟି ଅଣ୍ଡା ଦେଉଛି। ଏପରିକି ବ୍ୟାଗରେ ସେ ୩ଟି ଅଣ୍ଡା ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତାର […]

snake
ଅହିରାଜ ସାପ ଉଦ୍ଧାର 

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଧିନ ମିରିଗିଣି ଗାଁରୁ ଉଦ୍ଧାର ହୋଇଛି ୧୫ ଫୁଟ୍ ଲମ୍ବର ଅହିରାଜ ସାପ। ସେହି ଗାଁର ବାବୁଲି ବେହେରାଙ୍କ ବାଡ଼ିରେ ଏହି ସାପ ଦେଖିବାକୁ ମିଳିଥିଲା। ସାପକୁ କୌଶଳ କ୍ରମେ ଧରି ବନବିଭାଗକୁ ଖବର ଦେଇଥିଲେ ବାବୁଲି ବେହେରା। ମିରିଗିଣି ଗାଁରେ ବାବୁଲି ବେହେରାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ବନବିଭାଗ କର୍ତ୍ତୃପକ୍ଷ।