• translate

Tag: Killed

killed
ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ […]