• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kidnapping Case

Kidnap
ଦେହ ବେପାର ପାଇଁ କରୁଥିଲେ ବାଧ୍ୟ, ମାଆକୁ ବଞ୍ଚାଇବାକୁ ଝିଅ କଲା ଏମିତି କାଣ୍ଡ...

ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।

Kidnapping
ପିତାମାତାଙ୍କ ବିଶ୍ୱାସରେ ବିଷ; ନିଜ ଅପହରଣ ନିଜେ କଲେ, ବିଦେଶ ଯିବା ପାଇଁ ୩୦ ଲକ୍ଷ ମାଗିଲେ

୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Kidnap
କାରରେ ଆସିଲେ, ଉଠାଇନେଲେ ! ଚନ୍ଦକା ଅଞ୍ଚଳରୁ ଯୁବକଙ୍କୁ ଅପହରଣ

ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି। 

police rescued businessman
ଭୁବନେଶ୍ୱରରୁ କିଡ୍‌ନାପ୍‌, ଯାଜପୁରରୁ ଉଦ୍ଧାର

ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏ

Kidnapping Case
କିଡନାପକୁ ନେଇ ରାଜଧାନୀରେ ହଇଚଇ

୧୦ ଲକ୍ଷ ପଠାଅ, ସ୍ବାମୀକୁ ନେଇଯାଅ। ଜଣେ ଯୁବ ବ୍ୟବସାୟୀଙ୍କୁ କିଡନ୍ୟାପ୍ କରି ପତ୍ନୀଙ୍କୁ ଦୁର୍ବୃତ୍ତଙ୍କ ଘନ ଘନ ଅଡ଼ିଓ-ଭିଡ଼ିଓ କଲକୁ ନେଇ ଭୁବନେଶ୍ବରରେ ହଇଚଇ।

Kidnapping Case
ଆଉ ସେଫ୍‌ ନୁହଁ ଭୁବନେଶ୍ୱର; ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ୧୦ ଲକ୍ଷ ଡିମାଣ୍ତ କଲେ..ହେଲେ..

ରାଜଧାନୀ ଭୁବନେଶ୍ୱରରେ ଯୁବ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗକୁ ନେଇ ହଇଚଇ । ଖଣ୍ଡଗିରି ପାତ୍ରପଡ଼ାର ଯୁବ ବ୍ୟବସାୟୀ ଶଙ୍କର୍ଷଣ ଦାସଙ୍କୁ କିଡନ୍ୟାପ୍ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ । କାର୍ ଭିତରେ ବସାଇ ଦୁର୍ବୃତ୍ତ ଘୁରିବୁଲୁଛନ୍ତି ଏଣେତେଣେ ।

Pihu Kidnap
ନାଟକୀୟ ଭାବେ ପିହୁର ଅପହରଣ, ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଉଦ୍ଧାର

ଗତକାଲି  ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।

kidnapping case
ଦେବଗଡ଼ରୁ ଅପହୃତ ହୋଇଥିବା କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର

ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା କୁନି ଝିଅ ଉଦ୍ଧାର ହୋଇଛି ।

Kidnap cases
ବଢୁଛି ଅପରାଧ: ପ୍ରତି ୩ ଘଣ୍ଟାରେ ୨ ଜଣଙ୍କୁ ଅପହରଣ

ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ।

Prafulla Samantra
ପ୍ରଫୁଲ୍ଲ ସାମନ୍ତରାଙ୍କ କିଡ୍‌ନାପ ପଛରେ କିଏ ? ୨୪ ଘଣ୍ଟା ପରେ ବି ଫିଟୁନି ରହସ୍ୟ

ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।

Kidnapping Case
ସ୍କୁଲ୍‌ ନଯିବା ପାଇଁ ଅପହରଣର ନାଟକ; ପାର୍ଟନର ସାଜିଥିଲା ସାନଭାଇ

ସ୍କୁଲ ନଯିବା ପାଇଁ ମାଷ୍ଟରପ୍ଲାନ । ଅପହରଣର ନାଟକ ରଚିଥିଲା ବଡ଼ ଭାଇ । ସବୁ ଜାଣି ଚୁପ୍‌ ବସିଥିଲା ସାନ ଭାଇ ।

Jharsuguda
ଅପହରଣ ନୁହେଁ, ନିଜ ଇଛାରେ ଘରୁ ପଳାଇଥିଲେ ଝାରସୁଗୁଡ଼ାରୁ ନିଖୋଜ ଛାତ୍ର

ଠାବ ହୋଇଥିବା ନାବାଳକକୁ ଆଣିବା ପାଇଁ ପୋଲିସ ଟିମ୍‌ ବିଳାସପୁର ଯାଉଛି

kidnapping case
ଝାରସୁଗୁଡ଼ାରେ ପୁଣି ଅପହରଣ !! ଆଉ ଜଣେ ନାବାଳକ ନିଖୋଜ

ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ୭ ତାରିଖରୁ ପତ୍ତା ମିଳୁନି । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି।

Kidnap
ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍, ଜାଣନ୍ତୁ ପୁରା କାହାଣୀ...

ଅପହରଣକାରୀ କବଳରୁ ବଂଚି ନୂଆ ଜୀବନ ପାଇଥିବା ମନୋଜ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ।

Murder
୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।

crime
ପରୀକ୍ଷାରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡ୍‌ ମାଡ଼

ଛାତ୍ରୀ ଜଣକ କାର୍‌ରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ

Amrit
୫ ଦିନର ଅପରେସନ ପରେ ଅମ୍ରିତ ଅପହରଣ ଘଟଣାର ଖୁଲାସା କଲା ପୋଲିସ, ୩ ଗିରଫ

ସମସ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।

Amrit Kidnapped
କିଡ୍‌ନାପ୍‌ ହୋଇଥିଲା ଅମ୍ରିତ୍‌ ! ପୋଲିସ କଲା ଖୁଲାସା..

ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍‌ନାପ୍ ଆଶଙ୍କା।

kidnapping case
ଇନଷ୍ଟାଗ୍ରାମ ପାଇଁ ଧରାପଡ଼ିଲେ ଅଭିଯୁକ୍ତ : ନାବାଳକ ଅପହରଣ ଘଟଣାରେ ୩ ଗିରଫ

୩ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

 Kidnap Case In Cuttack
ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ; ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ।

Arrest 4 In Kidnapping Case
ସାବଧାନ ! ପିଲାଙ୍କୁ ବାହାରକୁ ଛାଡୁଛନ୍ତି କି ? ଆଇସକ୍ରିମ୍ ଦେବାକୁ କହି ଉଠାଇନେଉଛନ୍ତି ପିଲା ଚୋର

ରାଜଧାନୀରେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କେଏଦ୍‌ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।

Samiti Member Aspirant’s Husband ‘Kidnapped’ In Subarnapur
କ୍ୟାମ୍ପେନିଂ ସମୟରେ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ

ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିପରି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ଅପହରଣ ହୋଇଥିବାର ସୂଚନା ମିଳିଛି ।

Failed kidnap plan
ପଣ୍ଡ ହେଲା କିଡନାପ୍ ପ୍ଲାନ୍; ଉଦ୍ଧାର ହେଲେ ବ୍ୟବସାୟୀଙ୍କ ପୁଅ

ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍‌ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍‌ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।

9 Year Old Rescued
ବାଇକ୍‌ରେ ଆସି କିଡ୍‌ନାପ୍‌ କରି ନେଇଗଲେ, ଧମକ ଦେଲେ- ‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। 

kidnapping
ଧରାପଡ଼ିଲେ ଟ୍ୟୁସନ୍ ସାର୍, ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍

ସମ୍ବଲପୁରରୁ ଧରାପଡ଼ିଲେ ଛାତ୍ରୀଙ୍କୁ ଧରି ପଳାଇଥିବା ଟ୍ୟୁସନ୍ ସାର୍ । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ୍ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା ପୋଲିସ୍ । ଏହାପରେ ଚଢ଼ାଉ କରି ଟ୍ୟୁସନ୍ ସାର୍ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।