ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ଏହାପରେ ଫାରୁରା ନିକଟରେ ଥିବା ସୋରିଷ କ୍ଷେତରୁ ଶିଶୁଟିର ମୃତଦେହ ମିଳିଥିଲା। ଅପହରଣ ଓ ହତ୍ୟା ନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା।
୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ହତ୍ୟା ପରେ ଅଭିଯୁକ୍ତମାନେ ୟଶଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ତାଙ୍କ ପରିବାର ଲୋକଙ୍କୁ ଅପହରଣ ହୋଇଥିବା ନେଇ ମେସେଜ୍ ପଠାଇଥିଲେ ଏବଂ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ୬କୋଟି ଟଙ୍କା ମାଗିଥିଲେ।
ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।
ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍।
ହାତରେ ବାଡ଼ି, ଆଖିରେ ରାଗ...ସେହି ସମୟରେ ଯିଏବି ସାମ୍ନାକୁ ଆସୁଥିଲେ କି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ପିଟି ଚାଲୁଥିଲେ। ଘର ଭିତରେ ପଶି ଜୋରଜବରଦସ୍ତ ୨୪ ବର୍ଷୀୟ ଯୁବତୀଙ୍କୁ ଉଠାଇ ନେଇଥିଲେ କିଛି ଯୁବକ।
ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି।
ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।
ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍ ମାରିଛନ୍ତି ଟ୍ୟୁସନ୍ ସାର୍ ।
ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।