• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Karnataka

College Building
+3 ପଢ଼ୁଥିଲେ ଛାତ୍ରୀ; ପରୀକ୍ଷା ଡରରେ ୬ ମହଲା ଛାତରୁ ଡେଇଁ କଲେ ଆତ୍ମହତ୍ୟା

ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।

Karnataka Convent School Teacher
ମହଙ୍ଗା ପଡ଼ିଲା ଶ୍ରୀରାମ ଓ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ; ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ !

ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

Dalit Boy Slapped
ଭଗବାନ ନୁହଁନ୍ତି ଶ୍ରୀରାମ ଓ ହନୁମାନ...ଏପରି କହି ନିର୍ଧୂମ ଛେଚା ଖାଇଲେ ଦଳିତ ଛାତ୍ର

ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।

BS Yeddurappa
BJPକୁ ଫେରିଲେ ଜଗଦୀଶ ସେତ୍ତାର, ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ସାମିଲ ହେଲେ

ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।

Karnataka students
ପାଠପଢ଼ା ବେଳେ ହେଡ୍‌ମାଷ୍ଟରଙ୍କ ବଗିଚା ସଫା କଲେ ଛାତ୍ରଛାତ୍ରୀ !

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କାଲାବୁରାଗି ଅଞ୍ଚଳରେ ଥିବା ମୌଲାନା ଆଜାଦ ମଡେଲ ସ୍କୁଲରେ।

Crawls 2km Over Unpaid Pension
ପେନସନ୍‌ ପାଇଁ ହୀନସ୍ତା, ୨ କିମି ଘୁଷୁଡ଼ି ଘୁଷୁଡ଼ି ଆସିଲେ ୭୭ ବର୍ଷିୟା ଦିବ୍ୟାଙ୍ଗ

ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।

Sex education
ପିଲାଙ୍କ ପାଠ୍ୟକ୍ରମରେ ରହିବ ସେକ୍ସ ଏଜୁକେସନ୍ ! ବିଶେଷଜ୍ଞ ରଖିଲେ ମତ

ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।

Covid-19
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

Covid-19
କର୍ଣ୍ଣାଟକକୁ ଫେରିଲା କୋଭିଡ୍‌ କଟକଣା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ

JN.1 ଭାରିଆଣ୍ଟ କର୍ଣ୍ଣାଟକରେ ଚିହ୍ନଟ ହେବା ପରେ ମଙ୍ଗଳବାର କ୍ୟାବିନେଟ୍ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

corona
ପୁଣି ଫେରିଲା କରୋନା: କର୍ଣ୍ଣାଟକରେ ଜଣେ ମୃତ

କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା..ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇନି...

NIA raids
ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIA ରେଡ୍, ISIS ଲିଙ୍କ ମାମଲାରେ ୧୩ ଗିରଫ

ଆତଙ୍କବାଦୀ ଆକ୍ରମଣ ଲାଗି ଥିଲା ଯୋଜନା ! ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି ..

electricity office
ବାରମ୍ବାର ହେଉଥିଲା ବିଦ୍ୟୁତ୍‌ କାଟ୍‌; ରାଗିଗଲେ ଚାଷୀ, ଅଫିସ୍‌ରେ ଛାଡ଼ିଦେଲେ କୁମ୍ଭୀର

ବାରମ୍ବାର ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏପରି କାଣ୍ଡ ଭିଆଇଛନ୍ତି ଲୋକେ । ସୂଚନା ଅନୁସାରେ ବିଜୟପୁରାରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌ କରାଯାଉଥିଲା । ଯାହାଫଳରେ ଚାଷୀମାନେ ଚାଷ କାମ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

Cauvery Water Dispute
କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ଲାଗି ରହିଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ

Karnataka Election Result
Karnataka Assembly Election Result 2023 LIVE Updates: କାହାର ହେବ କର୍ଣ୍ଣାଟକ ?

କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍‌ଜିଟ୍‌ ପୋଲ ? ଏଥର ଝୁଲା ସରକାର

Karnataka Election Result
ଆସନ୍ତାକାଲି କର୍ଣ୍ଣାଟକ ଭୋଟ ଗଣତି ? କିଏ ହାସଲ କରିବ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ?

ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି

Karnataka sounds high alert over tomato fever outbreak
କର୍ଣ୍ଣାଟକରେ ଟମାଟୋ ଫ୍ଲୁ; ସଂକ୍ରମଣକୁ ନେଇ ହାଇ ଆଲର୍ଟ

କରୋନା ଭିତରେ ଡରେଇଲାଣି ଟମାଟୋ ଫ୍ଲୁ। ଏହି ଫ୍ଲୁର ବିଭିନ୍ନ ପ୍ରକାର ଲକ୍ଷଣ ରହିଛି । ଦେଖନ୍ତୁ କଣ ଏହାର କାରଣ ଏବଂ ଲକ୍ଷଣ

Uniform Code
ଡ୍ରେସ୍ କୋଡ୍‌କୁ ନେଇ କର୍ଣ୍ଣାଟକରେ ରାଜନୀତି

ଶ୍ରେଣୀଗୃହରେ ସ୍କାର୍ଫ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି । କିଛିଦିନ ହେଲା ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଛି ।

Love Triumphs- Couple Ties Knot After A Wait Of 35 Years In Karnataka
୩୫ ବର୍ଷ ପରେ ପ୍ରେମ ସଫଳ

୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍‌ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ

2 Cases Of Omicron COVID-19 Variant Found In Karnataka
ଭାରତ ଛୁଇଁଲା ଓମ୍ରିକନ, ୨ ଚିହ୍ନଟ

କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।

Amid Omicron Strain Scare, Two South Africans Test Covid Positive In Karnataka
ଓମିକ୍ରନକୁ ନେଇ ବଢିଲା ଚିନ୍ତା, ଜାରି ହେଲା ଆଡଭାଇଜରି

ବିଶ୍ୱରେ ନୂଆ ଭାରିଆଣ୍ଟ ଓମିକ୍ରନର ଭୟ । ଏହାଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Vigilance raid at Karnataka
ଏକସଙ୍ଗେ ୬୦ଟି ସ୍ଥାନରେ ରେଡ କଲା ଭିଡିଲାନ୍ସ

ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି। 

money in Drainage pipe
ଡ୍ରେନେଜ ପାଇପ୍ ଭିତରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା

ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ପାଇପରୁ ମିଳିଲା ଟଙ୍କା। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା। 

ACB Raids Residence Of PWD Junior Engineer In Karnataka
ରେଡ଼୍‌କୁ ଡରି ପାଇଖାନା ପାଇପ୍‌ରେ ଟଙ୍କା ପୂରାଇ ଦେଲେ କନିଷ୍ଠ ଯନ୍ତ୍ରୀ

PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍‌ ମାରିଲା #ACB । ଆଉ ରେଡ୍‌ର ଖବର ପାଇ ପାଇଖାନା ପାଇପ୍‌ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ

Constable & Former Sarpanch Held For Allegedly Looting Gold Jewellery From Transgenders
କିନ୍ନରଙ୍କଠାରୁ ଲୁଟ କରି ଗିରଫ ହେଲେ କନେଷ୍ଟବଲ

କିନ୍ନରଙ୍କଠୁ ସୁନା ଅଳଙ୍କାର ଲୁଟ୍ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ କନଷ୍ଟେବଳ ଗିରଫ। ସମାନ ଅଭିଯୋଗରେ ପୋଲିସ କନଷ୍ଟେବଳଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ବି ଗିରଫ ହୋଇଛନ୍ତି। ଶୁଣନ୍ତୁ ଏହାର ପୁରା ଘଟଣା ।