• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kabaddi

Asian Games Gold Medal
ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ସୁନା ବର୍ଷା; ମିଳିଲା ୬ଟି ସ୍ୱର୍ଣ୍ଣ

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।

India-America Soldiers
ବରଫ ଉପରେ କବାଡି ଖେଳର ମଜା ନେଲେ ଭାରତ-ଆମେରିକୀୟ ଯବାନ

ଆମେରିକାର ଆଲାସ୍କାରେ ଭାରତୀୟ ସୈନ୍ୟଙ୍କ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ । ଏହି ଅଭ୍ୟାସ ବେଳେ ଆଲାସ୍କାର ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକା ସୈନ୍ୟ ଓ ଭାରତ ସୈନ୍ୟଙ୍କ ମଧ୍ୟରେ କବାଡି ମ୍ୟାଚ୍‌ର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସୈନ୍ୟଙ୍କ ଏହି ତାଲିମ ଅଭ୍ୟାସଟି ଆମେରିକାର ଆଲାସ୍କା ସୈନ୍ୟଙ୍କ ଦ୍ୱାରା ଆୟୋଜିତ କରାଯାଇଛି ।