• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Judges

Letter TO CJI
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ହୀନ ଉଦ୍ୟମ; CJIଙ୍କୁ ୨୧ ଅବସରପ୍ରାପ୍ତ ବିଚାରପତିଙ୍କ ଚିଠି

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମାହେଶ୍ୱରୀ ଏବଂ ଏମଆର ଶାହାଙ୍କ ସମେତ ପୂର୍ବତନ ବିଚାରପତିମାନେ କୋର୍ଟ ଏବଂ ବିଚାରପତିଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରିଛନ୍ତି। ପତ୍ରର ଶୀର୍ଷକ ‘ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ମୁକ୍ତ କରିବାର ଆବଶ୍ୟକତା ରହିଛି’।

India son surendran k patel became a judge in America
ବିଡି କମ୍ପାନୀରେ କାମ କରି ପଢୁଥିଲେ; ଏବେ ଆମେରିକାରେ ଜଜ୍

ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।

Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

highcourt judges
ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି

ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।

High Court Judges
ବଦଳି ହେବେ ୧୭ ବିଚାରପତି

ହାଇକୋର୍ଟର ୧୭ ବିଚାରପତିଙ୍କ ବଦଳି ନେଇ ସୁପାରିଶ। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଜଷ୍ଟିସ୍ ଜସବନ୍ତ ସିଂହ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ଓଡିଶା ଆସିବେ। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ତ ଯିବେ। ଜଷ୍ଟିସ୍ ସୋମେନ୍ ସେନ୍ ଓ ଅରିନ୍ଦମ୍ ସିନ୍ହା ଓଡିଶା ହାଇକୋର୍ଟ ଆସିବେ।