• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Judge

Judge
ବୟାନ ରେକର୍ଡ ପାଇଁ ଯାଇଥିଲେ ଦୁଷ୍କର୍ମ ପୀଡ଼ିତା, କିଛି ନକହି ଦୌଡ଼ି ଆସିଲେ

ରାଜ୍ୟ ଆଇନ ବିଭାଗର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଉକ୍ତ ଅଭିଯୁକ୍ତ ଜଜ୍‌ଙ୍କୁ ହାଇକୋର୍ଟ ପକ୍ଷରୁ ବର୍ତ୍ତମାନ ପାଇଁ ବ୍ୟାନ୍‌ କରାଯାଇଛି । ଏହାସହ ଷ୍ଟେସନ୍‌ ଛାଡ଼ି ବିନା ଅନୁମତିରେ କୁଆଡ଼େ ନଯିବା ପାଇଁ ମଧ୍ୟ କୁହାଯାଇଛି ।

Bihar IPS officer surrenders in case for creating fake WhatsApp profile of judge
ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ହରଡ଼ଘଣାରେ ଆଇପିଏସ୍ ଅଧିକାରୀ

ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।

supreme court
ହାଇକୋର୍ଟ ବିଚାରପତିଙ୍କ ରାୟରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ; କହିଲେ ଅଧିକ ପାଠପଢ଼ି ଆସନ୍ତୁ ଜଜ୍‌

ସର୍ବୋଚ୍ଚ ନ୍ୟାୟାଳୟ ଅହୁରି କହିଛନ୍ତି କି, ନ୍ୟାୟିକ ପ୍ରକ୍ରିୟା ସଠିକ୍‌ ନହେଲେ ବିଚାରପତିଙ୍କ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରାଯିବ ଏବଂ ତାଙ୍କୁ ତାଲିମ ପାଇଁ ନ୍ୟାୟିକ ଏକାଡେମୀକୁ ପଠାଯିବ ।

Judge In Texas
ଭାରତରେ ଦିନ ମଜୁରିଆ ଥିଲେ, ସ୍କୁଲ ପଢ଼ା ଅଧାରୁ ଛାଡ଼ିଥିଲେ ! ଏବେ ଟେକ୍ସାସରେ ଜଜ୍‌

ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

Snack seller to judge
ବାପା ବିକୁଥିଲେ ବରା, କାକରା…ଏବେ ଜଜ୍ ହେବ ଝିଅ

ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା

chhattisgarh
ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ବାହାରକୁ ଆସିଲେ ଜଜ୍ ! ପାର୍କିଂରେ ଶୁଣାଣି କରି ସହାୟତା ରାଶି ଘୋଷଣା କଲେ

୨୦୧୮ରେ ଏକ ଦୁର୍ଘଟଣା ଯୋଗୁଁ ଦ୍ୱାରକା ପ୍ରସାଦ କଂୱର ଗୁରୁତର ଆହତ ହେବାସହ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଭଲ ନଥିବାରୁ ଶୁଣାଣି ଦିନ ସେ କୋର୍ଟ ପରିସରକୁ ଯିବାକୁ ଅସମର୍ଥ ଥିଲେ । ଏହା ପରେ ସେସନ୍ କୋର୍ଟର ବିଚାରପତି ବିପି ଭର୍ମା ନିଜେ ବାହାରକୁ ଆସିଥିଲେ ଏବଂ ଲୋକ ଅଦାଲତରେ ଦ୍ୱାରକା ପ୍ରସାଦଙ୍କ କ୍ଷତିପୂରଣ ସମ୍ମର୍କିତ ଆବେଦନର ଶୁଣାଣି କରିଥିଲେ ।