• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jio

Jio AirFiber To Launch On Ganesh Chaturthi
ଗଣେଶ ପୂଜାରେ ଲଞ୍ଚ୍‌ ହେବ ଜିଓ ଏୟାରଫାଇବର

ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍‌ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍‌ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

5G BTS
ସୂଚନା ଦେଲା ଦୂରସଂଚାର ବିଭାଗ; ଓଡ଼ିଶାରେ ସବୁଠୁ ଅଧିକ ବିଟିଏସ ସ୍ଥାପନ କରିଛି ଜିଓ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।

jio true 5g
ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ୫ ସହରକୁ ଜିଓ ଟ୍ରୁ-5G ସେବା

ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।

5G Service
JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆରମ୍ଭ ହୋଇଛି 5G ସେବା । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍‌ ଅପରେଟର୍‌ JIO ।

Jio starts beta trial of 5G services
ଦଶହରାରେ ଜିଓର ଟ୍ରୁ-୫ଜି ସେବା ଆରମ୍ଭ, ୱେଲକମ୍ ଅଫର ବି ରହିଛି

ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଏହି ସେବା ଆରମ୍ଭ କରାଯିବ । ତେବେ ନିର୍ଦ୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।

JioPhone Next
ଗ୍ରାହକଙ୍କ ପାଇଁ ଖୁସି ଖବର: ପୁରୁଣା 4G ଫୋନ୍‌ ବଦଳରେ ମାତ୍ର ୪,୪୯୯ ଟଙ୍କାରେ ପାଆନ୍ତୁ JioPhone Next

ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ।

JioPhone Next
ଲଞ୍ଚ୍‌ ହେଲା ଶସ୍ତା ସ୍ମାର୍ଟଫୋନ୍‌ JioPhone Next, ମାତ୍ର ୧,୯୯୯ ଟଙ୍କା ଦେଇ ଘରକୁ ଆଣନ୍ତୁ ଫୋନ୍‌

ଗ୍ରାହକଙ୍କ ପାଇଁ ଶସ୍ତାରେ ଜିଓ ଓ ଗୁଗଲ୍‌ ସ୍ମାର୍ଟଫୋନ୍‌ ଜିଓ ଫୋନ୍‌ ନେକ୍ସଟ୍‌(JioPhone Next) ଲଞ୍ଚ କରିଛି। ଆଜିଠୁ ଷ୍ଟୋର୍‌ରେ ଏହି ଫୋନ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ବାକି ଟଙ୍କା ଆପଣ କିସ୍ତି ହିସାବରେ ଦେଇ ପାରିବେ। 

JIO Pohen
ଦୀପାବଳିଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ କଣ ରହିଛି ଫିଚର?

ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ

JioPhone Next
ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ , ଜାଣନ୍ତୁ କଣ ରହିଛି ବିଶେଷତ୍ୱ…

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ଭିଡିଓ । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୁର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ଜିଓଫୋନ ନେକ୍ସଟ୍ ପ୍ରସ୍ତୁତ କରିବାକୁ ସହଭାଗୀ ଗୁଗଲ ଏବଂ କ୍ୱାଲକମ୍ ସହିତ ନିଜର ଦୂରଦୃଷ୍ଟି ଓ ମିଳିତ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି

Five Years Of Jio
ଜିଓକୁ ପୂରିଲା ୫ ବର୍ଷ, ଭାରତରେ ଡିଜିଟାଲ କ୍ରାନ୍ତିର ଯାତ୍ରା

ଜିଓ ୫ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍‌ରେ ଏକ ପ୍ରକାର ବୈପ୍ଲବିକ ପ୍ରାରମ୍ଭ ହୋଇଥିଲା।