• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jharsuguda

Congress Leader Bhakta Das
ଇଗୋ ଛାଡ଼ିଲେ ଓଡ଼ିଶାରେ କଂଗ୍ରେସକୁ ସଫଳତା ମିଳିବ: କଂଗ୍ରେସ ନେତା ଭକ୍ତ ଦାସ

ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।

Samarth Agrawal
ଟଙ୍କା ପାଇଁ ସମର୍ଥ ଅଗ୍ରୱାଲ୍‌ଙ୍କ ନିର୍ମମ ହତ୍ୟା

ଟଙ୍କା ପାଇଁ ହିଁ ଘଟିଛି ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ । ନିଜ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ଅଭିଯୁକ୍ତ ଟଣାର ୧୦/୧୫ ଦିନ ଆଗରୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।

Jharsuguda gears up for by-elections
ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...

Naba Das
ନାବାଳକ ସମର୍ଥ ଅପହରଣ ଓ ହତ୍ୟା ମାମଲା; ହୁଲସ୍ତୁଲ ଝାରସୁଗୁଡ଼ା

ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି ।

Murder
ଝାରସୁଗୁଡ଼ାରେ ପୁଣି ଏକ ଜଘନ୍ୟ କାଣ୍ଡ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଭୁଲିପାରୁନଥିବା ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଲୋମଟାଙ୍କୁରା ଏବଂ ଦୁଃଖଦ ଖବର । ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୫ ବର୍ଷର ପିଲାକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜଣେ ବ୍ୟବସାୟୀଙ୍କ ପୁଅକୁ ୩ ଦିନ ତଳେ ପ୍ରଥମେ ଝାରସୁଗୁଡାରୁ ଅପହରଣ ଓ ପରେ ହତ୍ୟା କରି ବରଗଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Jharsuguda farmers stand in long queue outside bank to withdraw cash
ବୀମା ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ହେଲମେଟର ଲାଇନ୍‌ !

ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍...

Jharsuguda Woman Sold In Rajasthan For Rs 1.5 Lakh Rescued, 5 Arrested
ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷରେ କରୁଥିଲେ ବିକ୍ରି; ଧରିଲା ପୋଲିସ

ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

BJD MLA Kishore Mohanty
ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Union Minister Jyotiraditya Scindia To Attend Udan Utsav At Veer Surendra Sai Airport In Jharsuguda
ଝାରସୁଗୁଡ଼ାରୁ ଉଡ଼ିବ କି ନୂଆ ବିମାନ ?

ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ନୂଆ ବିମାନ ଉଡ଼ାଣ ସମ୍ପର୍କରେ କରିବେ କି ଘୋଷଣା?

Jharsuguda
ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ଚାଲିପାରେ ବିମାନ

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।

RAILWAY MINISTER ASHWINI VAISHNAW IN JHARSUGUDA
ଝାରସୁଗୁଡ଼ା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଝାରସୁଗୁଡ଼ାରେ ରେଳମନ୍ତ୍ରୀ I ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ନେଇ ରେଳମନ୍ତ୍ରୀଙ୍କ ଆଲୋଚନା

Man Escapes Murder Attempt By daughter
ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସ୍ନେହ; ଘରେ ପୁରାଇ ନିଆଁ ଲଗାଇ ଦେଲେ ଝିଅ

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ। 

odisha
ମିଛ ରିପୋର୍ଟ ଦେଇ ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ

ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

tree plantation
ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

Jharsuguda
ବୃକ୍ଷରୋପଣ ନାଁରେ ଟଙ୍କା ହେରଫେର ଅଭିଯୋଗ : କାମ କରିନଥିବା କିଛି ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଜମା ପରେ ଉଠାଣ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

jharsuguda airport
ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା

ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍‌ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍‌କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। 2nd airport of Odisha gets license today. Happy to inform […]